ପାରାଦ୍ୱୀପରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା :ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡିଶାକୁ ପୁଣି ଥରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଶେଷ ଭାବରେ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଓଡିଶାର ଭୁମିକାକୁ ବଳିଷ୍ଠ  କରିବା ପାଇଁ ମୋଦି ସରକାର ସର୍ବଦା ଚେଷ୍ଟିତ ଓ କାର୍ଯ୍ୟରତ । ଏହି ପରିପ୍ରେକ୍ଷୀରେ ଗତ…

ବିଜୁବାବୁଙ୍କ ସେଦିନର “ସାନ ପୁଅ” ନୂଆପଡା ଆଜି ସଶକ୍ତ ହୋଇଛି : ମୁଖ୍ୟମନ୍ତ୍ରୀ

"୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ବିଶୁଦ୍ଧ ପାଇପ ପାଣି" ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ  ୨୩୩୭ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଲୋୟର ଇନ୍ଦ୍ର  ଜଳ ସେଚନ ପ୍ରକଳ୍ପ ଉଦଘାଟିତ ଏକ ଲକ୍ଷ ପରିବାର ପାଖରେ ପହଞ୍ଚିଲା ବିଶୁଦ୍ଧ ପାଇପ ପାଣି…

ଓଡ଼ିଶାରେ ବନାଗ୍ନି ପ୍ରସଙ୍ଗ : କେନ୍ଦ୍ର ମନ୍ତ୍ରୀ ଜାଭଡେକରଙ୍କୁ ଭେଟିଲେ ଓଡ଼ିଶାର ସାଂସଦ 

ପ୍ରକାଶ କଲେ ଉଦବେଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦେଲେ ସ୍ମାରକପତ୍ର   ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀଠାରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ…

ଚାଷୀ ସମସ୍ୟା : ବିଜେପି ର ଚକାଜାମ ଆନ୍ଦୋଳନ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):- ପୁଣି ପଶ୍ଚିମ ଓଡିଶାରେ ବିଜେପି ଚାଷୀ ଙ୍କ ସମସ୍ୟା ନେଇ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଛି । ବିଜେପି ପକ୍ଷରୁ  ପଶ୍ଚିମ ଓଡିଶା ୫ ଟି ସାଂସଦୀୟ କ୍ଷେତ୍ରର ସମସ୍ତ ଜିଲ୍ଲାମାନଙ୍କରେ  ୨ ଘଣ୍ଟିଆ ଚକାଜାମ ଆନ୍ଦୋଳନ କରାଯାଇଥିଲା…

ଅସହାୟ ରମ୍ଭାଙ୍କୁ ସହଯୋଗର ହାତ ବଢ଼ାଇଲେ ଦିବସ 

ବରଗଡ / ଶାସକ ପ୍ରଶାସକ : ରାଜ୍ୟ ସରକାର ଲୋକଙ୍କ ହିତପାଇଁ କରୁଛନ୍ତି ଅନେକ ଯୋଜନା | କିନ୍ତୁ ସଚେତନତା ଅଭାବରୁ ହେଉ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ହେଉ ରାଜ୍ୟ ସରକାରଙ୍କ ଗରୀବ ଲୋକଙ୍କ ପାଇଁ  ଅନେକ ଯୋଜନା ଥାଇ ସତ୍ୱେ ଲୋକେ ତାହା ଉପଯୋଗ କରି ନ ପାରି ବହୁ ଅସୁବିଧାର…

ନିଆଁ ଲିଭାରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ ଉପରେ ଗୁରୁତ୍ବାରୋପ

ଶିମିଳିପାଳ ନିଆଁକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବାରିପଦା,/ ଦିଲ୍ଲୀପ ମହାନ୍ତି : ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଆଜି ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଜିଲ୍ଲାପାଳଙ୍କ ସମ୍ମିଳନୀ…

ବିଶ୍ବବିଖ୍ୟାତ ଶିମିଳିପାଳ ପାଇଁ ସବୁଠି ତତ୍ପରତା :ମା ମାଟି ପାଇଁ ସଭିଏଁ ଏକାଠି

ବରିଷ୍ଠ ଅଧିକାରୀଙ୍କୁ ନେଇ ମିଳିତ ଟିମର କ୍ଷେତ୍ର ପରିଦର୍ଶନ ଜିଲ୍ଲାପାଳ,ଏସ୍ପି, ଡିଏଫଓ ଓ ଡିଡି ସାମିଲ ଏବେବି ଜଳୁଛି ନିଆଁ, କାମ ଆରମ୍ଭ କଲା ଓଡ୍ରାଫ୍ ଟିମ ବାରିପଦା,/ ଦିଲ୍ଲୀପ ମହାନ୍ତି : ବିଳମ୍ବରେ ହେଉ ପଛେ, ବିଶ୍ବବିଖ୍ୟାତ ଶିମିଳିପାଳ ପାଇଁ ଏବେ ସବୁଠି…

ଆଜି ମୁଖ୍ୟମନ୍ତ୍ରୀ ଙ୍କର ନୂଆପଡା ଗସ୍ତ 

https://www.youtube.com/watch?v=paH-szCDJbU ଚାରି ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନୂଆପଡ଼ା ବାସୀଙ୍କୁ  ବଦଳିବାକୁ ଯାଉଛି ନୂଆପଡ଼ାର ଇତିହାସ : ଟିଟୁ ପଣ୍ଡା ଭୁବନେଶ୍ୱର :- ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି…

ଲ୍ୟାମ୍ପସର ବ୍ରାଞ୍ଚ ମ୍ୟାନେଜର ସହିତ ୪ ଜଣଙ୍କୁ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଶାମାଖୁଣ୍ଟା ଲ୍ୟାମ୍ଫ ଧାନ ମଣ୍ଡିରେ ଧାନର ଅଭାବି ବିକ୍ରୀ  ୩ ଦିନ ଧରି ଲ୍ୟାମ୍ପକୁ ଆସୁ ନାହାନ୍ତି ଏମଡ଼ି ଧାନ ନ ଦେଇ ପାରି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ଲ୍ୟାମ୍ପରେ ଖୋଲାଯାଇଥିବା ଧାନ ମଣ୍ଡିରେ…

ଜିଲ୍ଲା ଓକିଲ ସଂଘ ନିର୍ବାଚନ:ସଭାପତି ପଦ ପାଇଁ ପ୍ରବୀର ଓ ଗିରେନ୍ଦ୍ରଙ୍କ ନାମାଙ୍କନ

ସମ୍ପାଦକ ପଦରେ ନିର୍ବାଚନକୁ ଓହ୍ଲାଇଛନ୍ତି ତିନି ପ୍ରାର୍ଥୀ ବାରିପଦା / ଦିଲ୍ଲୀପ ମହାନ୍ତି :: ଜିଲ୍ଲା ଓକିଲ ସଂଘ, ବାରିପଦା ନିର୍ବାଚନକୁ ନେଇ ସରଗରମ ପରସ୍ଥିତି ଦେଖାଦେଇଛି। ସଭାପତି ପଦ ପାଇଁ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ସଭାପତି ପ୍ରବୀର କୁମାର ବସା ପୁନର୍ବାର…