ସବୁଜିମା ମାୟାରେ ଚନ୍ଦନ

ହାଟଡ଼ିହୀ: କେନ୍ଦୁଝର ଜିଲ୍ଲା ହାଟଡି଼ହୀ ବ୍ଲକ ଇଞ୍ଚୋଳ ଇଞ୍ଚୋଳ ଗାଁର ଚନ୍ଦନ ଏବେ ପରିବେଶ ପ୍ରେମରେ ପଡିଯାଇଛନ୍ତି। ବୟସ ତାଙ୍କର ୨୬ ପାଖାପାଖି ହେବ। ପେସାରେ ସାମ୍ବାଦିକ ହେଲେ ନିଶା ତାଙ୍କର  ଗଛ ଲଗାଇବା ଓ ତା’ର ଯତ୍ନ ନେବା ସହ ସବୁଜ ରେ ସାହିତ୍ୟ ସାଧନା। ତାଙ୍କ ପିତା ନୃସିଂହ ଚରଣ ପଣ୍ଡା…

ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

ବରଗଡ଼:ଗୁରୁବାରଦିନ ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ହୋଇଥାଏ । ଦୂର…

ତିନି ଦିନରେ ବନ୍ଧା ହେଲେ ୭୩ଜଣ ୱାରେଣ୍ଟି 

ଜାମିନ୍ ବିହୀନ ପରୱାନା (ଏନବିଡବ୍ଲ୍ୟୁ) ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ପୋଲିସ୍ ତରଫରୁ ଜାମିନ୍ ବିହୀନ ପରୱାନା (ଏନବିଡବ୍ଲ୍ୟୁ ) ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି । ଚଳିତ ମାସ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି…

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ : ପ୍ରଦୀପ ପୁରୋହିତ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ବରଯାତ୍ରୀ ଭଳି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଅତୀତରେ କୈାଣସି ମୁଖ୍ୟମନ୍ତ୍ରୀ ଏଭଳି ଆଡମ୍ବର ଭାବେ ଜିଲ୍ଲା ଗସ୍ତ କରୁନଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଗସ୍ତ ପୂର୍ବରୁ ସରକାରୀ କଳକୁ ଅପବ୍ୟବହାର କରି ଶାସକ…

ରାଜ୍ୟରେ ଓଜେଏସ ଟପ୍ପର ଇର୍ସିତା , ଚତୁର୍ଥ ପ୍ରିୟଙ୍କା

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ରାଜ୍ୟରେ ଓଜେଏସ ଟପ୍ପର ହୋଇଛନ୍ତି ସମ୍ବଲପୁର ଜ଼ିଲ୍ଲା ବାମରା ବ୍ଲକ ଗଡ଼ପୋଷ ର ଝିଅ ଇର୍ସିତା କେସରୱାନି I  ମଙ୍ଗଳବାର  ଓପିଏସସି ପ୍ରକାଶ କରିଛି ଓଡିଶା ଜୁଡିସିଏଲ ସର୍ଭିସର ପରୀକ୍ଷା ଫଳ। ଏହି ଓଡିଶା ଜୁଡିସିଆଲ ସର୍ଭିସ (OJS) ପରୀକ୍ଷାରେ ବାମରା ବ୍ଲକ…

ବିଜେଡ଼ି ପକ୍ଷରୁ ସୋସିଆଲ ମିଡ଼ିଆ ଅଭିଯାନକୁ ସଫଳତା

ବାରିପଦା(ଦିଲ୍ଲୀପ ମହାନ୍ତି )-ସୋମବାର ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପକ୍ଷରୁ ‘ବିଜେଡ଼ି ଆଟ୍‍ ଶିମିଳିପାଳ’ ଅଭିଯାନ ଆରମ୍ଭ କରାଯାଇ ନିର୍ବାଚନମଣ୍ଡଳୀ ସ୍ତରୀୟ ଟିମ ଗଠନ କରି ଜଙ୍ଗଲରେ ନିଆଁ ଲିଭାଇବା ଓ ସଚେତନତା…

ମନ୍ତ୍ରୀଙ୍କ ଅନୁଗତଙ୍କ ଧମକ ଘଟଣା : ପ୍ରତିବାଦ ଜଣାଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲା ଜିଲ୍ଲା କଂଗ୍ରେସ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଜଣେ ସରକାରୀ କର୍ମଚାରୀଙ୍କୁ ଫୋନ କରି ଅଶ୍ରାବ୍ୟ ଭାଷା ବ୍ୟବହାର କରି ଚାକିରୀରୁ ସସପେଣ୍ଡ ଆଉ ବଦଳି କରିଦେବା ପାଇଁ ଧମକ ଦେଉଥିବା ମନ୍ତ୍ରୀଙ୍କ ଏକାନ୍ତ ଅନୁଗତଙ୍କ ବିରୋଧରେ ଝାରସୁଗୁଡ଼ା କଂଗ୍ରେସ ଆଜି ଜିଲ୍ଲାପାଳଙ୍କୁ ଭେଟି ଏକ ପ୍ରତିବାଦ ପତ୍ର ପ୍ରଦାନ…

ଯାଜ୍ଞସେନୀ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ମନା। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ଥିବା ଯାଜ୍ଞସେନୀ ନର୍ସିଂ ହୋମରେ ରୋଗୀ ଭର୍ତ୍ତି ନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଅଗ୍ନିଶମ ବିଭାଗ, ରାଉରକେଲା ଅନୁଯାୟୀ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା…

ବେଦାନ୍ତର ଓଡ଼ିଶା ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ଭୁବନେଶ୍ୱର :ଭାରତର ଅଗ୍ରଣୀ ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ନିର୍ମାତା ବେଦାନ୍ତ ଲିମିଟେଡ୍ ପକ୍ଷରୁ ଏହାର ଲାଞ୍ଜିଗଡ଼ଠାରେ ଥିବା ଆଲୁମିନା ରିଫାଇନାରୀ ଓ ଝାରସୁଗୁଡ଼ାଠାରେ ଆଲୁମିନିୟମ ତଥା ପାୱାର ଅପରେସନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ…

ଭୁଷୁଡ଼ି ପଡିଲା ସ୍କୁଲ ଫାଟକ , ଚାଲିଗଲା ଶିଶୁର ଜୀବନ 

ବିଦ୍ୟାଳୟ ଫାଟକ ତଳେ ଚାପି ହୋଇ ଜଣେ ଛାତ୍ରୀ ମୃତ ଜଣେ ଛାତ୍ର ଏବଂ ଜଣେ ଛାତ୍ରୀ ଗୁରୁତର ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଅ ବ୍ଲକ ବେଲକଟି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି I ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗିଯିବାରୁ…