ମିଳୁନି ଭତ୍ତା କି ଇନ୍ଦିରା ଆବାସ : କେମିତି ବଂଚିବେ ଆଦିବାସୀ ମହିଳା କଇଳାସ !!!
ନୂଆଗାଁ/ସୁବ୍ରତ ପରିଡ଼ା : ରାଜ୍ୟସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ଲୋକମାନେ ଭତ୍ତା ଓ ଇନ୍ଦିରା ଆବାସ…