ଝାରସୁଗୁଡ଼ା ପୋଲିସର ବିରାଟ ସଫଳତା, ଅନଲାଇନ ଗ୍ୟାଙ୍ଗର ପର୍ଦ୍ଦାଫାସ।
ଅପରାଧିଙ୍କ ଚେର ବିହାରରେ।
ବିଭିନ୍ନ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ଚାଲିଥିଲା କାରବାର।
କୋଟି କୋଟି ଟଙ୍କାର ଧୋକାବାଜି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଅନଲାଇନ ମାଧ୍ୟମରେ କେବଳ ଫୋନ ଫୋନ କଲ ଦ୍ବାରା ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଏକ ବଡ଼…