ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପଦାର୍ପଣର ଶହେ ବର୍ଷ ପୂର୍ତ୍ତି ଅବସରରେ ଝାରସୁଗୁଡ଼ା ମନେ ପକାଇଲା ଜାତିର ପିତାଙ୍କୁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପଦାର୍ପଣର ଶହେ ବର୍ଷ ପୁରିଲା। ଏ ଉପଲକ୍ଷେ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝାରସୁଗୁଡ଼ାରେ ମଧ୍ୟ ସରକାରୀ ସ୍ତରରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ମାସ୍କ କଡାକଡି କର, ଟେଷ୍ଟ ବଢାଅ

ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ ସତର୍କତା ମୂଳକ ପଦକ୍ଷେପ ଓ ବ୍ୟାପକ ଜନସଚେତନତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ କୋଭିଡ ନିୟମର ଅନୁପାଳନକୁ ବ୍ୟକ୍ତିଗତଭାବେ ତଦାରଖ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପିଙ୍କୁ ନିର୍ଦ୍ଦେଶ ପରିସ୍ଥିତି ସଂପର୍କରେ  ପ୍ରତିଦିନ ସମୀକ୍ଷା…

ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ  |

ବିଶାଖାପାଟନମ୍-ଜଗଦଳପୁର ବିଶେଷ ଟ୍ରେନ ସେବା କିରନ୍ଦୁଲକୁ ସମ୍ପ୍ରସାରିତ  ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ନିଷ୍ପତ୍ତି କରାଇବା ସହିତ ବିଶାଖାପାଟନମ୍-ଜଗଦଳପୁର ବିଶେଷ ଟ୍ରେନ ସେବା କିରନ୍ଦୁଲକୁ ସମ୍ପ୍ରସାରିତ…

ସୋଆ ଅଧ୍ୟାପକ ଡ. କମଳ ଲୋଚନ ମହନ୍ତ ଓ ଛାତ୍ର ପ୍ରତୀକ ଦାଶଙ୍କୁ ରାଜ୍ୟ ଏନ୍ଏସ୍ଏସ୍  ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅଧ୍ୟାପକ ଡ. କମଳ ଲୋଚନ ମହନ୍ତ ଓ ଛାତ୍ର ପ୍ରତୀକ ଦାଶଙ୍କୁ ଜାତୀୟ ସେବା ଯୋଜନା ଏନଏସଏସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଏନ୍ଏସ୍ଏସ୍…

ରାୟଗଡା : ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି

ରାୟଗଡ:/ସରୋଜ କୁମାର ସାହୁ- ଆଜିର ସ୍ମରଣୀୟ ଦିବସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର 100ବର୍ଷ ପୂର୍ତ୍ତି ପାଳନ ଅବସରରେ  ଆଜି ସକାଳ 7.00ଘଟିକା ସମୟରେ ସ୍ଥାନୀୟ  ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଅବସ୍ଥାପିତ ଗାନ୍ଧିଜୀଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି l…

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

ରାୟଗଡା(ସରୋଜ କୁମାର ସାହୁ)  : ରାୟଗଡା ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ, ଆକ୍ସନଏଡ ଓ ୟୁଏନଏଫପିଏଙ୍କ ମିଳିତ ସଂଯୋଜନାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ ବାଲ୍ୟ ବିବାହ…

ସୋହେଲା ଠାରେ ଜିଲ୍ଲା କୃଷି ବିଭାଗ ତରଫରୁ କୃଷି ମେଳା ଓ ପ୍ରଦର୍ଶନୀ

ସୋହେଲା :-ଆଜି ବରଗଡ଼ ଜିଲ୍ଲା  ସୋହେଲା ଠାରେ  , ଜିଲ୍ଲା କୃଷି ବିଭାଗ ତରଫରୁ , ରାଜ୍ୟ ଯୋଜନା - ୨୦୨୦-୨୦୨୧ କୃଷି ମେଳା ଓ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା,ସମ୍ମାନୀତ ଅତିଥି ଯୁବନେତା ତଥା…

ଆସାମରେ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ

ଭୂବନେଶ୍ବର,/ଗୁଆହାଟି- ଆସାମରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ଏହାର ଘୋଷଣାପତ୍ର ଜାରି କରିଛି। ଗୌହାଟୀଠାରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଡ଼. ଜିତେନ୍ଦ୍ର ସିଂ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ…

ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ 

ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ) :  ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ପାଇଁ ବିଧାନ ସଭାରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଏହି…

ସଡକ ଦୁର୍ଘଟଣାରେ ତିନି ଆହତ, ସହାୟତା ପାଇଁ ପହଂଚିଗଲେ ସମାରିଟନ ଦିବସ 

ଆହତଙ୍କୁ ବାଇକରେ ନେଇ ଡାକ୍ତରଖାନା ପହଞ୍ଚାଇଲେ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୌରଜୁରୀ ଗ୍ରାମ ନିକଟରେ ଆଜି ଏକ ସଡକ ଦୁର୍ଘଟଣାରେ ତିନି ଜଣ ଯୁବକ ଆହତ ହୋଇ ରାସ୍ତା କଡରେ ବାଇଥିବା ବେଳେ ପଦ୍ମପୁର ପଟୁ ପାଇକମାଲ କୁ ଫେରୁଥିବା ଶିକ୍ଷକ ଦିବସ ସାହୁ ଙ୍କର ନଜର ତାଙ୍କ ଉପରେ…