ବାହୁଡ଼ିହିବ ସୁନ୍ଦରୀ

ସମ୍ବଲପୁର-ଅନଗୁଲ(ରମାକାନ୍ତ ବିଶ୍ବାଳ): କିଛି ବର୍ଷ ପୂର୍ବରୁ ମଧ୍ୟପ୍ରଦେଶରୁ ଶାତକୋଶିଆ ଅଭୟାରଣ୍ୟକୁ ସୁରକ୍ଷା ରଥା ଶିକାରୀଙ୍କ କବଲରୁ ବନ୍ୟଜନ୍ତୁଙ୍କ ସୁରକ୍ଷିତ ରହିବ ପାଇଁ ବାଘୁଣି ସୁନ୍ଦରୀକୁ ଅଣାଯାଇ। ଶାତକୋଶିଆରେ ଛଡାଯାଇଥିଲା। ବିଗତ ତିନି ବର୍ଷ ଭିତରେ ଶାତକୋଶିଆ ପାଖ ଗାଁ ମୁଣ୍ଡକୁ…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଙ୍ଗାଲୀ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଙ୍ଗାଲୀ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରେଙ୍ଗାଲୀ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦର ଏକ ପ୍ରତିନିଧି ଦଳ ରେଙ୍ଗାଲୀ ତହସିଲଦାର  କାର୍ଯ୍ୟାଳୟକୁ ଯାଇ…

ସମ୍ବଲପୁର ସଦର ରେଞ୍ଜରେ ହାତୀ ଉପଦ୍ରବ : ୨ ମୃତ

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: ସମ୍ଵଲପୁର ରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ । ସଦର ରେଞ ଝାଙ୍କରପାଲି ସେକ୍ସନ ଅନ୍ତଗତ କୁଢେନିଶା ଗାଁରେ ମଙ୍ଗଳବାର ରାତି ୮ଟାରେ ଦନ୍ତାହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟ ହୋଇଛି । ଘଟଣା ସ୍ଥଲରେ ଜଣକ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ବଲପୁର…

ଜୀବନଶୈଳୀ ନ ବଦଳିଲେ ପରିସ୍ଥିତି ଭୟଙ୍କର ହେବ 

ଜଳବାୟୁ ପରିବର୍ତନ ଯୋଗୁଁ ଅନେକ କ୍ଷତି ଘଟିବ : ବିଶେଷଜ୍ଞ ୨୦୩୦ ବେଳକୁ ଭାରତର ଚିରପ୍ରବାହୀ ୧୭ଟି ନଦୀ ମଧ୍ୟରୁ କେବଳ ୬ଟି ନଦୀରେ ବର୍ଷ ସାରା ଜଳପ୍ରବାହ ରହିବ ବର୍ତମାନ ଅନୁଭୂତ ହେଉଥିବା ଗ୍ରୀଷ୍ମ ଋତୁ ୩ ମାସ ବଦଳରେ ୭ ମାସ ଅନୁଭୂତ ହେବାର ସମ୍ଭାବନା ଭୁବନେଶ୍ୱର: ଜଳବାୟୁ…

୯୦ତମ ଶହୀଦ ଦିବସ ପାଳନ ଅବସରରେ “ନିଫା” ପକ୍ଷରୁ ମେଗା ରକ୍ତଦାନ ଶିବିର : ୭୦ ୟୁନିଟ୍ ରକ୍ତ ସଂଗ୍ରହ

https://www.youtube.com/watch?v=itx3h_6bWn4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :୯୦ ତମ ଶହୀଦ ଦିବସ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ-ଭଣ୍ଡାର ଠାରେ ସର୍ବ ଭାରତୀୟ ଅନୁଷ୍ଠାନ "ନିଫା" ସମ୍ବେଦନା…

ଅପରାଧୀଙ୍କ ଛାତିରେ ଛନକା ପୁରାଇଛି ଜଗଦଲପୁର ପୋଲିସ 

ଝାରବନ୍ଧ-ମନୋହର ଦାଶ: ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ବିଧାନସଭା ଭିତରେ ଓ ବାହାରେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ କଥା କଟା କଟି ଦୋଷ ଲଦା ଲଦି ହୋଇଥାନ୍ତେ।ରାଜ୍ୟ ରେ ଦିନକୁ ଦିନ ବଢିଚାଲିଥିବା ଅପରାଧ ହତ୍ୟା ରାହାଜନି,ଲୁଟ,ଅପହରଣ, ସାଇବରଠକାମି ଉଭୟ ରାଜ୍ୟ ସରକାର ଓ…

ବିଶ୍ୱ ଅର୍ଥନୀତି ଫୋରମର “କ୍ଲିନ୍ ସ୍କାଏ୍ ଫର୍ ଟୁମୋରୋ” ବ୍ଲୁ ପ୍ରିଂଟ୍ ଉନ୍ମୋଚିତ

ବିଶ୍ୱରେ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)  – ଭାରତ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ଗ୍ରହଣ କରି ବିଶ୍ୱରେ ଏକ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ବାତାବରଣ ତିଆରି କରିବା ତଥା ଘରୋଇ ସମ୍ବଳର…

ଏଲ ଏନ କଲେଜରେ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଏଲ ଏନ କଲେଜରେ ଗତକାଲି 'ମୋ କଲେଜର' ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦେବତା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ଶ୍ରୀ ଦେବତା କଲେଜର ବିକାଶ ପାଇଁ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଥିଲେ। ଆଜିର ଏହି…

କିସ୍ ତରଫରୁ ଦଶମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ।

ଝାରସୁଗୁଡ଼ା :(ସୁଭାଷ ସହାରେ) :କିସ୍ ବିଶ୍ବବିଦ୍ୟାଳୟ ତରଫରୁ ଝାରସୁଗୁଡ଼ା ପୌରାଞ୍ଚଳର ୧୪ ନମ୍ବର ୱାର୍ଡ଼ ବଢ଼େଇମୁଣ୍ଡା (ରଙ୍ଗିଆପଡ଼ା) ଠାରେ ଛାତ୍ରଛାତ୍ରୀମାନଙ୍କୁ ଦଶମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ବାର୍ଷିକ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ ୫୫…

ପିସି କାରବାର : ଯନ୍ତ୍ରୀ କହୁଛନ୍ତି ମୁଁ କାମ କରିଛି, ଠିକାଦାର କହୁଛନ୍ତି ମୁଁ କାମ କରିଛି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକରେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଏକ ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମରେ ଏ ବିଷୟରେ ପୂର୍ବରୁ ଖବର ପ୍ରକାଶିତ ହେବାର ୧୨ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା…