“ଲୁହୁରେଟ ନଦୀରୁ ବାଳି ଚୋରା ଚାଲାଣ”
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହୁରେଟ ନଦୀରୁ ବେଧଡକ ଭାବେ ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଛି!ଆହୁରି ମଧ୍ୟ ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରି ଅଳ୍ପ ଦିନ ମଧ୍ୟରେ କୋଟି ପତି ପାଲଟୁଥିବା ବେଳେ କିନ୍ତୁ ସରକାର ବହାଦୁର ରାଜସ୍ବ…