ଅସହାୟ ସୁମନ୍ତ ଧରୁଆଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଯୁବ ଦଳିତ ସେବକ ସଂଗଠନ ।
ପଦ୍ମପୁର(ଶାସକପ୍ରଶାସକ)-ଯେଉଁ ବୟସରେ ଖାତା, କଲମ ଧରି ପାଠ ପଢିବା କଥା, ସେହି ବୟସରେ ପାଉଁରୁଟି ବିକି ପରିବାର ଚଳାଇବାକୁ ପଡୁଛି। ୧୨ବର୍ଷର କଁଅଳ ପରିବାରର ବୋଝ ପଡ଼ିଛି। ବାପା-ମା’ ଛେଉଣ୍ଡ ୧୨ ବର୍ଷର ସୁମନ୍ତ ଧରୁଆ ନିଜର ତିନି ଭାଇ ଭଉଣୀ ଓ ଅଜା ଆଈଙ୍କ ପେଟରେ ଦାନା ଦେବା ପାଇଁ କରୁଛି…