ବୁଗୁଡ଼ାରେ ପୋଷାକ ଓ ଜୋତା ବଣ୍ଟନ ମେଳା

ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ବୁଗୁଡା :ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପ୍ରକଳ୍ପ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୫ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ…

ଫେରାର ପୁଅ ଓ ଝିଅ ଝାରସୁଗୁଡ଼ାରୁ ଉଦ୍ଧାର

ବୁଗୁଡା  ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଡେଙ୍ଗାବାଡ଼ି କଲୋନୀ ଅଞ୍ଚଳର ଜଣେ ଝିଅ  ପୋଲସରା ଥାନା ଅନ୍ତର୍ଗତ ଭିକାରୀ ସେଠୀଙ୍କ ସହ କେଉଁଆଡ଼େ ଚାଲିଯାଇଥିବା ନେଇ ଝିଅ ଘର ପରିବାର ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ପ୍ରକାରେ ବୁଗୁଡା ପୋଲିସ ଥାନାରେ…

ଅସହାୟ ଅବସ୍ଥାରେ ବଞ୍ଚୁଛନ୍ତି ଅନି ବରିହା, ସରକାର ଟିକେ ହେବେ କି ସାହା !

ଅନ୍ତ୍ୟୋଦୟ  ରାସନ କାର୍ଡ ଯୋଗେଇଦେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଦାବୀ ବରଗଡ :  ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଅନି ବରିହା ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି | ତାଙ୍କର କେହି ନ ଥିବାରୁ ଏକ ମାଟି କୁଡ଼ିଆ ଘରେ ବହୁ କଷ୍ଟରେ ରହୁଛନ୍ତି | ସରକାରୀ ସହାୟତା କହିଲେ…

ଟୀକା ନାହିଁ, ଟିକାଦାନ ବନ୍ଦ : ଆସିଲେ ଦିଆ ହେବ 

ବୁଗୁଡା  ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଳକରେ ଏପ୍ରିଲ ୬ ତାରିଖ ମଙ୍ଗଳବାର ଠାରୁ ଟିକାଦାନ ବନ୍ଦ ରହିବ ବୋଲି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୋଭିଡ଼ି ଟିକା ଆସିପାରି ନଥିବା ବେଳେ…

ବିଜୁଳି ଦରବୃଦ୍ଧିର ପ୍ରତିବାଦ ରେ କଂଗ୍ରେସ ବିକ୍ଷୋଭ।

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ):  ରାଜ୍ୟ ସରକାର ଙ୍କ ବିଦ୍ୟୁତ ଦର  ବୄଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବଲପୁର ସ୍ଥିତ TPWODL  ର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାଯ୍ୟାଳୟ ବାହାରେ ବିକ୍ଷୋଭ ପଦର୍ଶନ କରାଯାଇଛି ।  ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି…

ଭୂଷଣ ଜମିହରା ବିଦ୍ୟାଧର ଙ୍କ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ଭୁଖ ରେ ଆମରଣ ଅନଶନ I 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅନ୍ତର୍ଗତ ଲପଙ୍ଗା ଗ୍ରାମର ବିଦ୍ୟାଧର ରାଉତ ଙ୍କ ୭୦ ଡ଼ିସିମିଲ ଜମି ୨୦୧୩ ମସିହାରେ ଭୂଷଣ ପାୱାର ପ୍ଲାଣ୍ଟ ଦ୍ୱାରା  ଅଧିଗ୍ରହଣ ହୋଇଥିଲା I ଏହି ଜମି ଅଧିଗ୍ରହଣ ହେବାର ଆଜକୁ ୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ସାମାନ୍ୟ…

ସୁକମା ସହିଦଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

 ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) :  ଛତିଶଗଡ଼ ର ସୁକମାରେ ସୁରକ୍ଷାକର୍ମୀ ମାଓବାଦୀ ଗୁଳି ବିନିମୟ ବେଳେ ମାଓବାଦୀଙ୍କ ସହ ଲଢ଼ି ସହିଦ ହୋଇଯାଇଛନ୍ତି ୨୨ ଯବାନ୍। ଏହି ଦାରୁଣ ଖବର ଶୁଣି ସାରା ଦେଶ ଆଜି ଦୁଃଖରେ ମର୍ମାହତ ହୋଇପଡିଛି ।  ସହିଦ ଯବାନ ଙ୍କ ଆତ୍ମାର ଶାନ୍ତି ଓ ସତଗତି ନିମନ୍ତେ…

ଜମଲା ପଞ୍ଚାୟତରେ କେବେ କାର୍ଯ୍ୟକ୍ଷମ ହେବ ଥଣ୍ଡା ପାନୀୟ ଜଳ ସେବା – କେବେ ଆରମ୍ଭ ହେବ ପାଣିଛତ୍ର ।

ପଦ୍ମପୁର- ମାଡି ଆସୁଛି ଗ୍ରୀଷ୍ମ ଋତୁ । ଖରା ଯୋଗୁଁ ଲୋକ ମାନେ ଡ଼ହକ ବିକଳ ହେଲେଣି । ବର୍ତ୍ତମାନ ସମୟରେ ସାଧାରଣତଃ ଲୋକମାନେ ଯେଉଁ ଜାଗାକୁ ଗଲେ ପ୍ରଥମେ ପିଇବା ପାଣି ଖୋଜିଛନ୍ତି । ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଏକ ଜନ ଗହଲିପୂର୍ଣ୍ଣ ଜାଗା । ଜମଲା ଠାରେ ଡାକ୍ତରଖାନା,ବ୍ୟାଙ୍କ, ସମବାୟ…

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୋଧରେ କଂଗ୍ରେସର ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ରାଜ୍ୟ ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀ ହାତରେ ଟେକି ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ବିଦ୍ୟୁତ ଦର ରାଜ୍ୟବାସୀଙ୍କ ପାଇଁ ଏକ ବୋଝରେ ପରିଣତ ହୋଇ ସାରିଥିବା ବେଳେ ବର୍ତ୍ତମାନ ବେସରକାରୀ କମ୍ପାନୀ ଦ୍ଵାରା ପରିଚାଳିତ ହେଉଥିବା ଯୋଗୁଁ ଲୋକମାନଙ୍କ ପାଇଁ…

ସୁକମା ସହିଦ ଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

 ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) :   ସହିଦ ଯବାନ ଙ୍କ ଆତ୍ମାର ଶାନ୍ତି ଓ ସତଗତି ନିମନ୍ତେ  ପଶ୍ଚିମାଞ୍ଚଳ ଏକତା ମଞ୍ଚ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଛତିଶଗଡ଼ ର ସୁକମାରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟ…