ମାଣିତରା ଓ ପାଣିକେଶ୍ୱର ବିଦ୍ୟାଳୟରେ ସହଯୋଗ ତାଲିମ ଶିବିର ।

ବୁଗୁଡା  (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ପାଣିକେଶ୍ୱର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୭ ତାରିଖ ଠାରୁ ତିନି ଦିନିଆ ସହଯୋଗ ତାଲିମ ଶିବିର ଆରମ୍ଭ ହୋଇଛି। ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ…

ବିଶିଷ୍ଟ ସମାଜସେବୀ ନବଘନ ନାୟକଙ୍କ ଦେହାନ୍ତ

  ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଜନେତା ନବଘନ ନାୟକଙ୍କ ଏପ୍ରିଲ ୭ ତାରିଖ ସକାଳ ସମୟରେ ୮୭ ବର୍ଷ ବୟସରେ ନିଜ ଗ୍ରାମ ତାକରଡ଼ା ରେ ଦେହାନ୍ତ ହୋଇଯାଇଛି। ବିଜୁବାବୁଙ୍କ ଦୃଢ଼ ସମର୍ଥକ ସ୍ବର୍ଗତ ନବଘନ ନାୟକ ଛାତ୍ର ଜୀବନରୁ ରାଜନୀତିରେ ଅଂଶ…

ବିଶିଷ୍ଟ ସମାଜସେବୀ ନବଘନ ନାୟକଙ୍କ ଦେହାନ୍ତ

  ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଜନେତା ନବଘନ ନାୟକଙ୍କ ଏପ୍ରିଲ ୭ ତାରିଖ ସକାଳ ସମୟରେ ୮୭ ବର୍ଷ ବୟସରେ ନିଜ ଗ୍ରାମ ତାକରଡ଼ା ରେ ଦେହାନ୍ତ ହୋଇଯାଇଛି। ବିଜୁବାବୁଙ୍କ ଦୃଢ଼ ସମର୍ଥକ ସ୍ବର୍ଗତ ନବଘନ ନାୟକ ଛାତ୍ର ଜୀବନରୁ ରାଜନୀତିରେ ଅଂଶ…

ରାମଣ୍ଡା ଓ ରାମଚନ୍ଦ୍ରପୁର ସ୍କୁଲରେ ପୋଷାକ ବଣ୍ଟନ ମେଳା 

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ରାମଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାମଚନ୍ଦ୍ର ପୁର ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୬ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଭୟ ଶିକ୍ଷାନୁଷ୍ଠାନ ରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମର ସଭାନେତ୍ରୀ ତଥା ଅଧ୍ୟକ୍ଷା ଡ଼ଃ.ଅରୁଣା କୁମାରୀ ସାମଲ ,…

ଉନ୍ନୟନ କମିଶନରଙ୍କ ଝାରସୁଗୁଡ଼ା ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

 ଝାରସୁଗୁଡ଼ା :(ସୁଭାଷ ସହାରେ)-ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଦିନିକିଆ ଗସ୍ତରେ ଆସି ଝାରସୁଗୁଡ଼ାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ଶ୍ରୀ…

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା

ବଲାଙ୍ଗିର(ନିରୋଜ ମିଶ୍ର) - ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲାର ବ୍ଲକ କଂଗ୍ରେସ ସଭାପତି ଓ ନଗର କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବଲାଙ୍ଗିର ନଗର ପାଇଁ ଦିନେଶ ଦାନି  (ବୁଲୁ), ପାଟଣାଗଡ ଏନ୍ଏସି ଜୟ କୃଷ୍ଣ…

ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, - ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଶ୍ରୀ ଜନ୍ କେରି ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ…

କପ୍ତିପଦା ତହସିଲଦାରଙ୍କୁ ଆକ୍ରମଣ: ଥାନାରେ ମାମଲା

ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ ଓ ଅନ୍ୟ ଜଣେ ଫେରାର ।  ବାରିପଦା(ଦିଲ୍ଲୀପ ମହାନ୍ତି)-ପ୍ରଥମେ ତହସିଲଦାରଙ୍କୁ ଆକ୍ରମଣ କଲେ । ପରେ ପୋଲିସ୍ ସାମ୍ନାରେ ଥାନାରେ ହତ୍ୟା ଧମକ ବି ଦେଲା ଅଭିଯୁକ୍ତ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନାନୁଯାୟୀ,କପ୍ତିପଦା ତହସିଲ୍ ଅଧିନ…

ପୋଲିସ ଏସକର୍ଟରେ ବିପୁଳ କଳା ଟଙ୍କା ନିର୍ବାଚନରେ ବ୍ୟବହାର କରୁଛି ଶାସକ ବିଜେଡି : ମନମୋହନ ସାମଲ

ଶାସକ ବିଜେଡି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଭୁବନେଶ୍ୱର : ନିର୍ବାଚନରେ ବିଜେଡି ବିପୁଳ ଅର୍ଥ ଖର୍ଚ୍ଚ କରି ଭୋଟ ହାତେଇବାର ଏକ ଉଦାହରଣ ଆଜି ସମସ୍ତଙ୍କୁ ଆଚମ୍ବିତ କରିବା ସହ ତାଙ୍କର ମିଛ ବାହାଷ୍ପୋଟ ଆଜି ୪.୫ କୋଟି ଓଡିଆଙ୍କ ସମ୍ମୁଖରେ ପଦାରେ ପଡିଛି । ସରକାରୀ…