“ଯଦି ସାମାନ୍ୟ ଲଜ୍ଜ୍ୟା ଥାଆନ୍ତା ତେବେ ବିଜେପି ଏତେ ତଳ ସ୍ତରକୁ ଯାଇନଥାନ୍ତା “

ବାରମ୍ବାର ହାରୁଥିବା ବିଜେପି ଏବେ ହତାଶ ଓ ନିରାଶ: ବିଜେଡି ଭୁବନେଶ୍ୱର: ସାଧାରଣ ନିର୍ବାଚନ ଓ ଉପନିର୍ବାଚନମାନଙ୍କରେ ବାରମ୍ବାର ହାରି ବିଜେପି ଆଜି ଅତ୍ୟନ୍ତ ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛି ।  ପିପିଲି ଉପନିର୍ବାଚନରେ ମଧ୍ୟ ବିଜେପି ନିଜର ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଲାଣି…

“ନବୀନ ବାବୁଙ୍କ ପିପିଲି ନିର୍ବାଚନ ପ୍ରଚାର ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ପରି “

ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ରାଜ୍ୟ ସଭାପତି ସମୀର ମହାନ୍ତି   ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଅବସରରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଜ ଦଳ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କଲେ । ରାଜ୍ୟରେ ବିକାଶର ଗୋଲାପି ଚିତ୍ର ଆଙ୍କିଲେ । ମାତ୍ର ତୃଣମୁଳ ସ୍ତରରେ ବାସ୍ତବ…

ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ପ୍ରବେଶ ପଥରେ ୫ଟି ନାକା ଗେଟ ସିଲ

 ଜିଲ୍ଲାପାଳ ଓ ଏସପି କଲେ ନାକା ଗେଟର ମିଳିତ ଯାଞ୍ଚ ଓ ଅନୁଧ୍ୟାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସମଗ୍ର ଗଜପତି ଜିଲ୍ଲାରେ ଗତ ସପ୍ତାହ ହେଲାଣି କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ଆଶାତୀତ ଭାବେ…

ସକାଳୁ ସକାଳୁ ବାଲେଶ୍ୱରରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ 

ବାଲେଶ୍ୱର  : ସକାଳୁ ସକାଳୁ ଆଜି  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ, ପୂର୍ତ୍ତ ସଚିବ ଡ଼ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସାଙ୍ଗରେ ନେଇ ବାଲେଶ୍ବର ଗସ୍ତ କରିଥିଲେ । ବାଲେଶ୍ବର ପୋଲିସ ଲାଇନ୍‌ ପଡ଼ିଆରେ ପହଞ୍ଚିବା…

ବୁଡେନ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲା ଗ୍ରାମ୍ୟକମିଟି ।

ପଦ୍ମପୁର-ପଦ୍ମପୁର ବ୍ଳକ ବୁଡେନ ଗ୍ରାମପଞ୍ଚାୟତ ଅଧିନସ୍ଥ ବୁଡ଼େନ ଗ୍ରାମରେ ଲୋକଙ୍କୁ ବର୍ତ୍ତମାନ ଥଣ୍ଡା, କାଶ, ଜ୍ଵର ହେଉଅଛି । ଗ୍ରାମରେ ଅଧିକାଂଶ ଲୋକଙ୍କୁ ଜ୍ବର ହେଉଥିବାରୁ ପ୍ରାୟ ତିନି ଚାରି ଦିନ ହେବ କିଛିଲୋକ ପଦ୍ମପୁର ଡାକ୍ତରଖାନକୁ ଯାଇ କରୋନା ପରିକ୍ଷା କରିବାରୁ କରୋନା ଆକ୍ରାନ୍ତ…

ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

ଆଠମଲ୍ଲିକ/ ସନ୍ତୋଷ କୁମାର ମେହେର : ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି  ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି |  ମିଳିଥିବା ସୂଚନା ମୁତାବକ ଆଠମଲ୍ଲିକ ବ୍ଲକ ବାସୁବେଦପୁ ପଂଚାୟତର ମୁଣ୍ଡାପଡା ଗ୍ରାମର ବସନ୍ତ ନାୟକ (50)ଙ୍କର ଚାଳଘରେ ନିଆଁଲାଗିଯାଇଛି I ରାତ୍ରି 12ଘ. ସମୟରେ…

ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କଲେ ନବୀନ 

"କରୋନା କଟକଣା ବୋଲି ଯାଇପାରୁନି,  ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହୁଁନି" ଭୁବନେଶ୍ୱର:ଶେଷରେ ଜୁନିଅର ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଧାସଳଖ ଯଦିଓ ସେ ପିପିଲି ଯାଇନାହାନ୍ତି, ତଥାପି  ଭର୍ଚୁଆଲ୍ ରାଲି…

 ପରାଜୟ ଅପବାଦରୁ ଖସିବାକୁ ବିଜେପି ନାଟକ କରୁଛି: ବିଜେଡି

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ସଂକ୍ରାନ୍ତରେ ନିଶ୍ଚିତ ହେବାପରେ ବିଜେପି ଏବେ ବିବ୍ରତ ଓ ହତାଶ ହୋଇପଡିଛି । ଏଥିପାଇଁ ଅଭ୍ୟାସଗତ ଭାବରେ ମିଥ୍ୟା ଅଭିଯୋଗ କରିବା ସହ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ଓ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ ପରାଜୟ ଅପବାଦରୁ…

ଛତିଶଗଡ଼ର କରୋନା ସଂକ୍ରମଣକୁ ଭୟ ସମସ୍ତ ବସ ସେବା ବନ୍ଦ-ଯାଞ୍ଚ କଡ଼ା କଡ଼ି

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା,ଝାରବନ୍ଧ ଥାନା ଏହାର ସିଧାସଳଖ ସଂଯୋଗ ପଡୋଶୀ ରାଜ୍ୟ ଛତିଶଗଡ଼ ର ବସନା,ସରାଇପାଲି,ସାଂକ୍ରା ବାଗବାହାରା ସହ ଥିବା  ଜଗଦଲପୁର ,ଝାରବନ୍ଧ ଥାନା ପ୍ରଶାସନ ଉପଲବଧି କରିବା ପରେ ଯାଞ୍ଚ କୁ କଡାକଡି କରାଯାଇଛି ।ଆଜି ସକାଳେ…

ଜାତୀୟ ନିରାପଦ ମାତୃତ୍ୱ ଦିବସ ଓ ସ୍ୱାସ୍ଥ୍ୟ ଶିବିର।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ:  ମହିଳାଙ୍କ ଆବଶ୍ୟକତାକୁ ଜାଣି ପଦକ୍ଷେପ ନେଲେ ଏକ ସୁସ୍ଥ ଶିଶୁକୁ ଘର ଓ ପରିବାରକୁ ଉଜ୍ୱଳ କରି ପାରିବା ।ବର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟରେ ବିଶେଷ ଯତ୍ନ ନେଲେ ପରିବାରର ସମୃଦ୍ଧି ହୋଇଥାଏ ବୋଲି ସହରର ଷ୍ଟେସନପଡାରେ…