ସୋଆ ପକ୍ଷରୁ ବୃତିଗତ ଏବଂ ଗବେଷଣାଭିତ୍ତିକ ଲେଖାକୁ ନେଇ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି । ଭର୍ଚୁଆଲୀ ଆୟୋଜିତ…

ହତାଶ ଲେଖାଶ୍ରୀ ବାଚାଳାମି କରି ଲୋକହସା ହେଉଛନ୍ତି : ଏଲିନା 

ଭୁବନେଶ୍ୱର (ଶାସକ ପ୍ରଶାସକ): "ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି । ପିପିଲି ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସ୍ୱାଭାବିକ ଭାବରେ ସେ ହତାଶ ଆଉ ନିରାଶ ହୋଇ…

ହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗ: ଲେଖାଶ୍ରୀ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟରେ ଅପରାଧ ଓ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେଉଥିବାର ଆଉ ଏକ ସ୍ପଷ୍ଟ ପ୍ରମାଣ ମିଳିଛି । ଓଡିଶା ଜେଲ ମାନୁଆଲ ନିୟମ ଅନୁଯାୟୀ, କୈାଣସି ଅପରାଧୀ ଜେଲ୍ ବାହାରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସେହି କଏଦୀକୁ ଉକ୍ତ ଜେଲର ମେଡିକାଲ ଅଫିସର ଓ ଜେଲ…

୨୭୨କେଜି ଗଞ୍ଜେଇ ଚୋରା ଚାଲାଣ : ଭୁବନେଶ୍ୱରର ଦୁଇ ଚୋରା ବେପାରୀ ଗିରଫ 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ମାଦିନାଟ ଗ୍ରାମରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରିବା ସହ ୨୭୨କେଜି ଗଞ୍ଜେଇ ଏବଂ ଦୁଇଟି ଗାଡ଼ି ଜବତ କରିଛି I ଗିରଫ ଦୁଇ ଗଞ୍ଜେଇ ମାଫିଆ ହେଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର…

ଡିଏଲ ଟେଷ୍ଟ ବାତିଲ 

ଭୁବନେଶ୍ୱର : କୋଭିଡ -19 ରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି, ରାଜ୍ୟ ପରିବହନ କର୍ତ୍ତୃପକ୍ଷ ରାଜ୍ୟର ସମସ୍ତ ଆରଟିଓରେ ଡ୍ରାଇଭିଙ୍ଗ ଲାଇସେନ୍ସ  ପରୀକ୍ଷା ଏବଂ ଲର୍ଣ୍ଣିଙ୍ଗ ଲାଇସେନ୍ସ ପରୀକ୍ଷାକୁ ଏପ୍ରିଲ ୨୨ ତାରିଖ ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରିଦେଇଛନ୍ତି |

ମାରଓ୍ବାଡି ଯୁବାମଂଚ ନୂତନ କର୍ମକର୍ତ୍ତା ନିର୍ବାଚନ ଓ ଶପଥ ଗ୍ରହଣ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ମାରଓ୍ବାଡି ଯୁବାମଂଚ ପଦ୍ମପୁରର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବିଭିନ୍ନ ପଦ ଯେପରିକି ସଭାପତି ପଦ ପାଇଁ ହରିଶଙ୍କର ଅଗ୍ରୱାଲ,ଉପସଭାପତି ପଦ ପାଇଁ ଭଜନ ଅଗ୍ରୱାଲ,ସମ୍ପାଦକ ପଦ ପାଇଁ ଅଶୁତୋଷ…

୧୫-୦ରେ ହାରିଲେ ସୌମ୍ୟ : ଗଲା ସରପଞ୍ଚ ପଦବୀ 

ନୟାଗଡ଼/ବିଶ୍ୱଜିତ ନାୟକ: ଅନାସ୍ଥା ପ୍ରସ୍ତାବରେ ଆସ୍ଥା ହରାଇଛନ୍ତି ନୟାଗଡ଼ ଜିଲ୍ଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ବିବାଦୀୟ ତଥା ଚର୍ଚିତ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ |  ସୌମ୍ୟ  ପଞ୍ଚାୟତରେ ମନମୁଖୀ କାମ କରୁଥିବା ଅଭିଯୋଗ ଉପରେ  ଆସିଥିବା ଅନାସ୍ଥା ପ୍ରସ୍ତାବରେ ପରାଜିତ ହୋଇ …

ଆଇସିଏସଇ ମଧ୍ୟ  ବାତିଲ କଲା ଦଶମ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡି  ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ  ପ୍ରଥମେ ସିବିଏସଇ ଦଶମ ପରୀକ୍ଷା ବାତିଲ କରିଥିବା ବେଳେ ଓ ଏବେ ଆଇସିଏସଇ ମଧ୍ୟ ତାର ଦଶମ ବୋର୍ଡ ପରୀକ୍ଷା ବାତିଲ କରିଛି । ଏନେଇ ଆଇସିଏସଇ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। କରୋନା ସଂକ୍ରମଣ କାରଣରୁ  ଛାତ୍ରଛାତ୍ରୀ ଓ…

ସାଂସଦଙ୍କ ଏନଏସି ପ୍ରତିନିଧି ହେଲେ ଚିନ୍ମୟ କୁମାର ପଣ୍ଡା ।

ପଦ୍ମପୁର-ବରଗଡ଼ ସାଂସଦ ସୁରେଶ ପୂଝାରୀ ବିଭିନ୍ନ ବ୍ଳକ ତଥା ଏନଏସିର ସାଂସଦ ପ୍ରତିନିଧି ମାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବରେ ଯୁବ ଆଇନଜୀବୀ ଚିନ୍ମୟ କୁମାର ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଚିନ୍ମୟୀ ସାଂସଦ…

କୋଭିଡ୍ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି , କୋଭିଡ୍ ପରୀକ୍ଷଣ ପ୍ରକ୍ରିୟା ଜୋରଦାର କରାଗଲା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଦେଶବ୍ୟାପୀ କୋଭିଡ୍ ମାହାମାରିର ଦ୍ଵିତୀୟ ଲହର ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ବିଭିନ୍ନ ଅଞ୍ଚଳ ସମେତ ପାରଳାଖେମୁଣ୍ଡି ସହରରେ ମଧ୍ୟ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ…