ମୟୂରଭଞ୍ଜ: ଆଜି ଜିଲ୍ଲାରୁ ୧୮୦ କରୋନା ପଜିଟିଭ ଚିହ୍ନଟ
୨୬ ଦିନରେ ୧,୬୪୫ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ ଓ ୬୩୦ ସୁସ୍ଥ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ୨୬ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୬,୫୯୯ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୧୮୦ ଜଣ କରୋନା ଆକ୍ରାନ୍ତ ରହିଥିବା ସମୟରେ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି…