ଭଦ୍ରକ : କୋଭିଡ ରୋଗୀଙ୍କ ପାଇଁ ଖୁସି ଖବର ।
ଭଦ୍ରକ ବିଧାୟକଙ୍କ ପ୍ରଚେଷ୍ଟାରେ ସ୍ମାର୍ଟ କୋଭିଡ ଚିକିତ୍ସା କେନ୍ଦ୍ର ମାତ୍ର ୭ ଦିନରେ ପ୍ରସ୍ତୁତ ।
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ ଡାଉନ ଓ ସଟ ଡାଉନ ଜାରି ରଖିଛନ୍ତି । ଆମ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ…