ଚାରାରୋପଣରେ ବ୍ୟାପକ ଦୁର୍ନୀତି : ଦୃଢ଼ କାର୍ଯାନୁଷ୍ଠାନ ଦାବିରେ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର 

ବାରିପଦା/ଦିଲ୍ଲୀପ ମହାନ୍ତି: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବିଗତ ଦିନରୁ ଚାରାରୋପଣର ବିଭିନ୍ନ ଦୁର୍ନୀତି ଲୋକଲୋଚନକୁ ଆସିଛି । ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଗତ ୨୦୨୦ ଜାନୁଆରୀରୁ ୨୦୨୧ ଏପ୍ରିଲ ମଧ୍ୟରେ ଦେଶର ମହାମାରୀ କରୋନା ମହାମାରୀ ଜନସାଧାରଣଙ୍କ ଆର୍ଥିକ…

ସମ ଅଲ୍ଟିମେଟ ମେଡିକେଆର ରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ

 ଭୁବନେଶ୍ୱର :ରାଜ୍ୟରେ ପ୍ରଥମ   ମାରାତ୍ମକ ବ୍ଲାକ ଫଙ୍ଗସ  ରୋଗୀ ସମ୍ ଅଲ୍ଟିମେଟ୍ ରେ ଚିହ୍ନଟ ହୋଇଛି | ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମମ ର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ।…

୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୭୯୩ 

ଧୀରେ ଧୀରେ କମୁଛି  ଆକ୍ରାନ୍ତଙ୍କ ସଂଖ୍ୟା ! ଭୁବନେଶ୍ୱର :  ଗତ କିଛି ଦିନ ଧରି ଅଳ୍ପ ଅଳ୍ପ କମୁଛି କରନା ଆକ୍ରାନ୍ତଙ୍କ ସଂଖ୍ୟା | ଲକଡାଉନ ପରେ ଲଗାତାର ଧୀରେ ଧୀରେ କମ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି |  ଗତକାଲି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋଟ ଅନୁସାରେ ରାଜ୍ୟରେ…

ବରଗଡ଼ ଜିଲ୍ଲା ପୋଲିସ ରେ ଅଦଳବଦଳ: ୨୬ଅଧିକାରୀ ଙ୍କୁ ନୂଆ ଦାୟିତ୍ୱ

ବରଗଡ଼.ଝାରବନ୍ଧ(ଶାସକ ପ୍ରଶାସକ)ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ପରାମର୍ଶ।ନୁଯାଇ ପୋଲିସ ଏଷ୍ଟାବ୍ଲିଷମେଣ୍ଟ ବୋର୍ଡ ପକ୍ଷରୁ ପୋଲିସ ଅଧିକାରୀ ମହଲରେ ଅଦଳବଦଳ କରାଯାଇଛି। ଇନିସ୍ପେକ୍ଟର ,ଏସ.ଆଇ ,ଏ.ଏସ.ଆଇ କୁ ନେଇ ୨୬ଜଣ ଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ …

ଓଡିଶା ଲୋକଙ୍କ ପାଇଁ ବିଦେଶରୁ ଟୀକା କିଣିବେ ସରକାର : କ୍ୟାବିନେଟ ନିଷ୍ପତ୍ତି   

ଯେପରି ଓଡ଼ିଶାର ଲୋକ ସୁବିଧାରେ  ପାଇ ପାରିବେ ସେଥିପାଇଁ  ବିଶ୍ଵର ବିଭିନ୍ନ  ଟୀକା କମ୍ପାନୀରୁ ଟୀକା ସଗ୍ରହ ପାଇଁ ପଦକ୍ଷେପ ନିଆଯିବ  କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା, କୋଭିଡ଼ ନିୟମର କଡ଼ାକଡ଼ି ପାଳନ ପାଇଁ ଜନସାଧାରଣ ଙ୍କୁ ନିବେଦନ ଭୁବନେଶ୍ୱର : କୋଭିଡ଼19…

ମନ୍ତ୍ରୀ ହବତ ଏମିତି : ଲୋକଙ୍କ ସହ ଲୋକଙ୍କ ସେବାରେ ସମର୍ପିତ ସବୁବେଳେ 

ଅକ୍ସୀଜେନ ସିଲିଣ୍ଡର ଧରି ରାସ୍ତାରେ ଅପେକ୍ଷା କଲେ ମନ୍ତ୍ରୀ ବରଗଡ :- ଫୋନ ଆସିଲା ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତ ଝିକିଝିକି ଗ୍ରାମରେ ଜଣେ କୋରୋନା ସଂକ୍ରମିତ ମହିଳା ଯିଏକି ହୋମ ଆଇସଲେସନରେ ଅଛନ୍ତି ତାଙ୍କର ଅକ୍ସୀଜେନ ଲେବେଳ କମି କମି ଯାଉଛି । ଅତିଶୀଘ୍ର ତାଙ୍କୁ ଅକ୍ସୀଜେନ…

ଉତ୍ତର-ପୂର୍ବ ଭାରତର ବିକାଶ ଅଭିଯାନକୁ ଆଗକୁ ନେବେ ହିମନ୍ତ : ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ୱର : ସୋମବାର ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମା ଶପଥ ଗ୍ରହଣ କରିଥିବା ବେଳେ ଏହି ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେପି ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଶ୍ରୀଯୁକ୍ତ ବିଏଲ ସନ୍ତୋଷଙ୍କ ସହ ରାଷ୍ଟ୍ରୀୟ…

ଦିଲ୍ଲୀ ଏବଂ ଗୋଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର (ଶାସକ ପ୍ରଶାସକ): ଟ୍ରେନ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଆ…

କରୋନାରେ ଚାଲିଗଲେ  “ସମାଜ” ର ବରିଷ୍ଠ  ପ୍ରତିନିଧି କିଶୋର ଦାସ 

ପୋଲସରା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା):  ପୋଲସରାର "ସମାଜ" ପତ୍ରିକାର ପ୍ରତିନିଧି ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦାଶ(ବାପି) ୬୧ ବର୍ଷ ବୟସରେ ଶିତଳାପଲ୍ଲୀ ଟାଟା କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଇ ୧୦ ତାରିଖ ଭୋର ସାଢ଼େ ଦୁଇଟା ସମୟରେ ଆରପାରିକୁ ଚାଲିଯାଇଛନ୍ତି। ଗତ…

ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର। ଜଣେ ଏସ୍‌ଡିଏମ୍‌ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର।ପାଟଣାଗଡ଼ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍‌ ପାଇଁ ୨୦…