ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସଂଘ ।

ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ରାଇସଲ ପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(46) ପାରାଲିସିସ ରୋଗରେ ପୀଡିତ । ପରିବାର କହିଲେ ଆଠ ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ ଓ ତାଙ୍କ ସ୍ତ୍ରୀ । ଟ୍ରାକ୍ଟର ଡ୍ରାଇଭର କାମ କରି ପରିବାର ପୋଷଣ କରୁଥିଲେ ।  ହେଲେ  ଦୁଇ ମାସ ହୋଇଗଲାଣି ଶଯ୍ୟା…

ଝାଡସାହି ଗାଁ ୪ ମୃତ୍ୟୁ ଘଟଣା: ପୁଣି ଜଣଙ୍କର ମୃତ୍ୟୁ

ଗ୍ରାମର ନିଷ୍ପତ୍ତି,ସମସ୍ତଙ୍କର ହେବ କୋଭିଡ ପରୀକ୍ଷା ଘର ଘର ବୁଲି ସ୍ୱାସ୍ଥ୍ୟ ବିଭାଗ କଲା ତଥ୍ୟ ସଂଗ୍ରହ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗିରିଡି ପଲ୍ଲୀ ପଂଚାୟତ ଝାଡସାହି ଗାଁରେ ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟଣାର ଦିତୀୟ ଦିନରେ…

ଠୋ……ଫାଟିଲା କଂକ୍ରିଟ ରାସ୍ତା 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ଆଜି ଅପରାହ୍ନରେ ୨ ବେଳେ ପ୍ରଚଣ୍ଡ ଶବ୍ଦ କରି କଂକ୍ରିଟ ସଡ଼କ ବିସ୍ଫୋରଣରେ ଫାଟିବା ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରଛି । ଘଟଣା ସ୍ଥଳରେ ଥିବା ସମସ୍ତେ ଏଣେ ତେଣେ ଦୈାଡି ଚାଲି ଯାଇଥିଲେ । ଭୁଚଳନ ହେଲେ ଭୁପୃଷ୍ଠ ଫାଟିଯାଏ, ଦବିଯାଏ କିମ୍ବା…

ନିଯୁକ୍ତି ଦାବିରେ ବେରୋଜଗାର ସାମୁଖ୍ୟ ପକ୍ଷରୁ ସାଙ୍କେତିକ ଡିଗ୍ରୀ ସାର୍ଟିଫିକେଟ ପୋଡ଼ି

ବାରିପଦା(ଦିଲ୍ଲୀପ ମହାନ୍ତି )-କରୋନା ମହାମାରୀ ହେତୁ ଆପଣଙ୍କୁ ଉପରୋକ୍ତ ବିଷୟ ବିଷୟରେ କହିବାକୁ ଚାହୁଁଛନ୍ତି | ସାରା ଦେଶରେ ଚିନ୍ତାର ପରିସ୍ଥିତି ଉପୁଜିଛି।  କିନ୍ତୁ ଲକଡାଉନ୍ ହେତୁ ଗତ ବର୍ଷ ଠାରୁ୧୩ କୋଟିରୁ  ଅଧିକ ଚାକିରି ହରାଇଲା |  ଏନସିଆରବି ରିପୋର୍ଟ ଅନୁଯାୟୀ, ପ୍ରତିଦିନ ୩୮ ଜଣ…

 ଟୀକାକରଣକୁ ନେଇ ଉଦବେଗ ପ୍ରକାଶ କଲେ ବରିଷ୍ଠ ନାଗରିକ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ I ପ୍ରାପ୍ତ ସୂଚନା ଅନୁସାରେ ଦ୍ଵତୀୟ ଡୋଜ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫୋନ ମାଧ୍ୟମରେ…

ଜଳସଂପଦ ବିଭାଗର ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ 

ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ରହିବାକୁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ଵର-  ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ୨ୟ  ପ୍ରସ୍ତୁତି ବୈଠକ  ଭିଡିଓ କନଫରେନ୍ସିଂ  ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । …

ଲୁଟ ହାଇୱା ଟ୍ରକ ଉଦ୍ଧାର, ୫ ଗିରଫ 

ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ଅଞ୍ଚଳରୁ ଲୁଟ ହୋଇଥିବା ଏକ ହାଇୱା ଟ୍ରକ କୁ ବଡ଼ବିଲ ପୋଲିସ ଉଦ୍ଧାର କରିବା ସହିତ ଲୁଟ ଘଟଣା ରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ଘଟଣାରୁ ପ୍ରକାଶ ଯେ ଗତ ୧୫ ତାରିଖ ପ୍ରlୟ  ୧୧ ଘଟିକା ସମୟରେ ଓଡ଼ି ୧୪ କ୍ୟୁ ୮୨୪୪ ନମ୍ବର ବିଶିଷ୍ଟ ଏକ…

ସୋହେଲା ତହସିଲ କାର୍ଯ୍ୟାଳୟର ବାହାରିଲା ରାଜସ୍ୱ ରଥ 

ସୋହେଲା (ଶାସକପ୍ରଶାସକ)-ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ରାଜସ୍ୱ ରଥ ବାହାରି ତବଡା ଆରଆଇ ଅଫିସ ଅଧୀନସ୍ଥ ବିଭିନ୍ନ ଗ୍ରାମ ଭ୍ରମଣ କରି ଡୋର ଷ୍ଟେପରେ ହିତାଧିକାରୀଙ୍କୁ  ପଟ୍ଟା ବଂଟନ କରାଯାଇଥିଲା । ଏହି ରଥକୁ ତହସିଲଦାର ମାନସ ରଂଜନ ସ୍ୱାଇଁ ଉଦଘାଟନ କରିଥିଲେ । ବ୍ୟକ୍ତି କେନ୍ଦ୍ରିକ ସେବା…

ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

ସୋହେଲା,(ଶାସକପ୍ରଶାସକ)-ସଂପ୍ରତି କରୋନା କାଳରେ ଓଡିଶାର ବରଗଡ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କରୋନା ଲଢେ଼ଇରେ ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ,ଅଂଗନବାଡି କର୍ମୀ,ଆଶା କର୍ମୀ,ପୁଲିସ,ସାମ୍ବାଦିକ ତଥା ଶିକ୍ଷକମାନେ ସାମିଲ ହୋଇଛନ୍ତି ।…

 ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ  ଆମର ଲଢେଇକୁ ଆହୁରି ମଜବୁତ କରାଯିବ : ମୁଖ୍ୟମନ୍ତ୍ରୀ 

https://www.youtube.com/watch?v=b1GRqh0VH3w ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 24 ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ । ମିଳିବ ପ୍ରୋତ୍ସାହନ । ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ସାମିଲ…