ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ।

କଳାହାଣ୍ଡି /ତୁଳମଣି ନାଗ: ଭବାନୀପାଟଣା ସହର ଆସା ସାଗର ନିକଟରେ ରହୁ ଥିବା ଗରିବ ଜାଜାବର୍ ପରିବାର ମାନଙ୍କୁ ଆଜି ଜାତୀୟ ଯୁବ କଂଗ୍ରେସର କଳାହାଣ୍ଡି ଜିଲ୍ଲା ସଭାପତି ସାହୁଲ୍ ମଙ୍ଗରାଜ ଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ  ତ୍ରିଲୋଚନ ପାଣିଗ୍ରାହୀ, ଧର୍ମଗଡ଼ ନିର୍ବାଚନ…

ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ ବନ୍ଦ କରାଯିବା ସହ କିସ୍ତି ଘୁଞ୍ଚାଯାଉ 

 ବାରିପଦା ଏସଏସଜି ଗ୍ରୁପ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ବାରିପଦା(ଦିଲ୍ଲୀପ ମହାନ୍ତି )- : ବିଶ୍ୱମହାମାରୀ କରୋନାର ଦ୍ଵିତୀୟ ଲହର ମୟୂରଭଞ୍ଜରେ ଆତଙ୍କ ଖେଳାଇ ଦେଇଛି । ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ଋଣ ନେଇଥିବା ଏସ ଏଏସଜି ଗ୍ରୁପର ଅନେକ ସଦସ୍ୟ ଓ ସେମାନଙ୍କ ପରିବାରର…

ୟୁଏଆଇଏଲ ଜିଲା ପ୍ରଶାସନକୁ ଅମ୍ଳଜାନ ସିଲିଣ୍ଡର ଓ ଜୀବନ ରକ୍ଷାକାରୀ ଉପକରଣ ଦାନକଲା

ଟିକିରି/ଭୁବନେଶ୍ୱର(ସରୋଜ କୁମାର ସାହୁ) :କୋଭିଡ-୧୯ ବିରୋଧୀ ଲଢେଇରେ ନିଜର ନିରଳସ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପର ଏକ ୟୁନିଟ୍‍ ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ), ମହାମାରୀ କବଳରୁ ରାୟଗଡ ଜିଲାବାସୀଙ୍କୁ ସୁରକ୍ଷିତ ରଖିବାକୁ ରାୟଗଡା ଜିଲା ସଦର ମହକୁମା ହସପିଟାଲକୁ…

ଯଥାଶୀଘ୍ର ମହାମାରୀରୁ ଲୋକେ ମୁକ୍ତି ପାଆନ୍ତୁ :- ବରିଷ୍ଠ ସାମ୍ବାଦିକ ଶ୍ରୀ ବିଜୟ କୁମାର ସାହୁ

 "ରାତ୍ରି ପ୍ରାୟ ୧୧ଟା । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାର ଦୃଶ୍ୟ ।ଶାନ୍ତପୂର୍ଣ ପରିବେଶ ।ଏଭଲି ମହାମାରୀ ସମୟରେ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଡାକ୍ତରଖାନା କିଭଲି ଥିବ । ରୋଗୀ ତାଙ୍କ ପରିଜନ , ଭାଇବନ୍ଧୁ ସମସ୍ତେ କିଭଲି ଥିବେ । ଲୋକମାନେ ଜୀବନ ଆକୁଳରେ ଧାଆ…

ପଶ୍ଚିମବଙ୍ଗର ବର୍ନପୁର ଠାରେ ୨୦୦ ବେଡ୍ ବିଶିଷ୍ଟ କୋଭିଡ୍ ସେଂଟରର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଇସ୍ପାତ୍ ଉତ୍ପାଦନ  ସହ ଦେଶର ଅକ୍ସିଜେନ୍ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍ ପ୍ଲାଂଟ୍ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– ଦେଶର ଇସ୍ପାତ୍ କାରଖାନ ଗୁଡିକ ଇସ୍ପାତ୍ ଉତ୍ପାଦନ  ସହ ଦେଶର ଅକ୍ସିଜେନ୍  ଆବଶ୍ୟକତା ପୂରଣ କରୁଛନ୍ତି ବୋଲି ବୁଧବାର ନୂଆଦିଲ୍ଲୀରୁ ଭିଡ଼ିଓ…

ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବରିଷ୍ଠ ନାଗରିକ

ଭୁବନେଶ୍ୱର:କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ | ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଭୁବନେଶ୍ୱର ସହିଦନଗର  ଅଂଚଳର    ମୁରଲୀଧର ଦାସ…

ଆଦିବାସୀ ବହୁଳ ଗାଇବା ଗ୍ରାମସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୧୧ ଟି କେନ୍ଦ୍ରରେ ୪୫ ବର୍ଷରୁ…

https://www.youtube.com/watch?v=jT29dW8PbaA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗ୍ରାମାଞ୍ଚଳ ତଥା ଆଦିବାସୀ ବହୁଳ  ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୧୧ ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର…

ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ବ୍ୟବସାୟୀ ଶମ୍ଭୁ ଆଚାରୀ

ବ୍ୟବସାୟୀ ଶମ୍ଭୁ ଆଚାରୀ ସାଙ୍ଗକୁ ଦିନକୁ ଦିନ ଲକଡାଉନ ରାଜ୍ୟରେ ବଢିବାରେ ଲାଗିଛି। ଲୋକେ ଜୀବିକା ହରାଇ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ଗରୀବ ପରିବାରର ଲୋକଙ୍କ ଅବସ୍ଥା କହିଲେ ନସରେ । ଏଭଳି ବିପତ୍ତି ସମୟରେ ମୋହନା ସହରର ଯୁବ ବ୍ୟବସାୟୀ ଶମ୍ଭୁ ଆଚାରୀ ନିହାତୀ ଗରୀବ ଶ୍ରେଣୀର…

ରା-ଉଦୟଗିରି ଥାନାରେ ନୂତନ ଆଇଆଇସି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ଥାନାରେ ପୂର୍ବରୁ ଥିବା ଥାନା ଅଧିକାରିଣୀ ମମତା ନାୟକ ପଦୋନ୍ନତି ପାଇ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ତାଙ୍କରି ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାରେ ଥାନା ଏସ୍‌ଆଇ ଥିବା ରବିନ୍ଦ୍ର ପଣ୍ଡା ପଦୋନ୍ନତି ପାଇ…

କୋରୋନା କାଳରେ ଶିଶୁ ମାନଙ୍କର ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ ଅଭିଭାବକ : – ବିଧାୟକ

ପଲ୍ଲୀ ଆଲୋକ ପାଠାଗାର ତରଫରୁ ରିଲିଫ ବଣ୍ଟନ ବରଗଡ :- ବରଗଡ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ ଇତି ମଧ୍ୟରେ ମହାମରୀ କାୟା ବିସ୍ତାର କରିବାରେ ଲାଗିଛି । ସଚେତନତାର ଅଭାବ ହେଉ କି ଅପହଞ୍ଚ ସ୍ଵସ୍ଥ ସେବା କିମ୍ବା ଆର୍ଥିକ ଅସୁବିଧା , ଅନେକ କାରଣ ରହିଛି ଲୋକଙ୍କୁ ମହାମାରୀର ଶିକାର ହେବାର ।…