ଲୋକଙ୍କର ସେବାରେ ସମର୍ପିତ ତହସିଲଦାର ଶ୍ରୀ ମହେନ୍ଦ୍ର ବଢ଼େଇ
ଲୋକଙ୍କୁ ବାଣ୍ଟିଲେ ଖାଦ୍ୟ , ମାକ୍ସ, ଔଷଧ ଓ ଅକ୍ସୀଜେନ ସିଲିଣ୍ଡର
ବରଗଡ :- ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଯାଉଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ରେ ମହାମାରୀ କରୋନା କାୟା ବିସ୍ତାର କରିଛି । ବୁକୁରାମୁଣ୍ଡା ପଞ୍ଚାୟତ ର ଲହଙ୍ଗୀର ଗ୍ରାମ କରୋନା…