ମହାନ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୧.୦୪.୨୦୨୬ : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀ ଜଣେ ସତ୍ୟନିଷ୍ଠ, ନିଷ୍କଳଙ୍କ ଓ ଆଦର୍ଶ ରାଜନେତା ଭାବେ ଓଡ଼ିଶାର ରାଜନୈତିକ ଇତିହାସରେ ଅମର ରହିବେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ, ନୀତିନିଷ୍ଠ ନେତୃତ୍ୱ ଓ ସମାଜସେବା…

ଗ୍ରିଡକୋର ୩୧ତମ ସ୍ଥାପନା ଦିବସ ଉତ୍ସାହ ଓ ଗରିମାର ସହିତ ପାଳିତ

ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୬: ଗ୍ରିଡକୋ ର ୩୧ତମ ସ୍ଥାପନା ଦିବସ ଉତ୍ସାହ ଓ ଇଦ୍ଦୀପନାର ସହ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ପାୱାର କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।…

୨୦ ଦିନରେ ଜୋରଦାର ହେଲା ଦର୍ଶନ ଅଧିକାର ଆନ୍ଦୋଳନ

ସରକାରଙ୍କ ନିରବତାରେ ପୁରୀବାସୀ ଅସନ୍ତୋଷ, ପଦଯାତ୍ରାରେ ଏକତାର ପ୍ରଦର୍ଶନ ପୁରୀ, ୨୦/୪ (ଅନିମେଶ ପଟ୍ଟନାୟକ): “ଜୟ ଶ୍ରୀଜଗନ୍ନାଥ” ଧ୍ୱନିରେ ଗୁଞ୍ଜିଉଠିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିର ପ୍ରବେଶ ଓ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି କୋଡ଼ିଏ…

ଅକ୍ଷୟ ତୃତୀୟାରେ ରଥଖଳାରେ ଆରମ୍ଭ ହେଲା ତିନିରଥ ନିର୍ମାଣ: ଧାର୍ମିକ ମାହୋଲରେ ରଥକାଠ ଅନୁକୂଳ

ପୁରୀ, ୨୦/୪ (ଅନିମେଶ ପଟ୍ଟନାୟକ): ଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ପବିତ୍ର ଓ ପାରମ୍ପରିକ ପର୍ବ ଅକ୍ଷୟ ତୃତୀୟା ଅବସରରେ ଆଜି ଶ୍ରୀକ୍ଷେତ୍ର ପୁରୀର ରଥଖଳାରେ ତିନିରଥ ନିର୍ମାଣର ଶୁଭାରମ୍ଭ ହୋଇଛି। ଏହି ଅବସରରେ ରଥକାଠ ଅନୁକୂଳ କାର୍ଯ୍ୟ ବିଧିବତ ଧାର୍ମିକ ଆଚାର-ବିଚାର ମଧ୍ୟରେ ସମ୍ପନ୍ନ…

ଚନ୍ଦନ ଯାତ୍ରା ର ପ୍ରଥମ ଦିନ: ଚନ୍ଦନ ବାସ୍ନା ରେ ମହକିଲା ନରେନ୍ଦ୍ର ପୁଷ୍କରିଣୀ

ପୁରୀ, ୨୦/୪ (ଅନିମେଶ ପଟ୍ଟନାୟକ): ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସୋମବାର ଦିନ ମହାପ୍ରଭୁଙ୍କ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏହା ୨୧ ଦିନ ଧରି ବାହାର ଚନ୍ଦନଯାତ୍ରା ଭାବେ ପ୍ରତିଦିନ ଦିନ ଓ ରାତି ଚାପରେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବେ ।…

ଓଡ଼ଗାଁ ଏନ୍ଏସିର ନୂତନ ଗୃହ ପ୍ରତିଷ୍ଠା ପ୍ରବେଶ ଉତ୍ସବ

ଓଡ଼ଗାଁ, ୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଜାରିଙ୍ଗୀଠାରେ ନିର୍ମିତ ନୂତନ କାର୍ଯ୍ୟାଳୟ ଗୃହର ପ୍ରତିଷ୍ଠା ପ୍ରବେଶ ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ଉନ୍ନୟନକୁ ଲକ୍ଷ୍ୟ କରି ଏହି…

ଓଡ଼ଗାଁରେ ମା’ ହେମାମାଳୀଙ୍କ ଜନ୍ମ ଇତିହାସ ପୁସ୍ତକ ଉନ୍ମୋଚିତ

​ଓଡ଼ଗାଁ, ୨୦।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗାନ୍ଧୀନଗର ସାହିର ବାସିନ୍ଦା ମାଧବ ସାହୁଙ୍କ ଦ୍ୱାରା ସଂକଳିତ ପୁସ୍ତକ 'ଶ୍ରୀ ଶ୍ରୀ ମା' ହେମାମାଳୀ ଠାକୁରାଣୀଙ୍କ ଜନ୍ମ ଇତିହାସ' ସୋମବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ମା’ଙ୍କ ପବିତ୍ର ଅକ୍ଷୟ…

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କଂଟ୍ରୋଲର ଅଫ୍…

୪୯ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ଶୁଭାରମ୍ଭ,

ଓଡ଼ଗାଁ, ୨୦।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଠାରେ ଅବସ୍ଥିତ ଶ୍ରୀରଘୁନାଥ ଜିଉଙ୍କ ପବିତ୍ର ପୀଠରେ ପ୍ରତିବର୍ଷ ପରି  ଅକ୍ଷୟ ତୃତୀୟା ପୂଣ୍ୟ ତିଥି ଅବସରରେ ରଘୁନାଥ ଚିନ୍ତନଚକ୍ର ପକ୍ଷରୁ ୪୯ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ…

ଓଡ଼ଗାଁରେ ଶ୍ରୀରଘୁନାଥ ଜୀଉଙ୍କ ଚନ୍ଦନ ଯାତ୍ରା ଆରମ୍ଭ

ଓଡ଼ଗାଁ,୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ବିରାଜମାନ ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ପବିତ୍ର ଚନ୍ଦନ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ଆଗାମୀ ୨୧ ଦିନ ଧରି ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ।ସକାଳେ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହେବା…