ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ଯାତାୟତ କରୁଥିବା ବସ ଗୁଡ଼ିକ ଉପରୁ ଟିକସ ଛାଡ଼

  ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଯାତାୟତ କରୁଥିବା ବସ ଗୁଡ଼ିକ  ଉପରୁ ସରକାର ଟିକସ ଛାଡ଼ କରିଛନ୍ତିା ଏହା ସହିତ ଷ୍ଟେଜ୍/କଣ୍ଟ୍ରାକଟ କ୍ୟାରେଜଗୁଡ଼ିକ ଉପରୁ ମଧ୍ୟ ଅତିରିକ୍ତ ଟିକସ ଛାଡ଼ କରାଯାଇଛିା ଗତ ଅପ୍ରେଲ ଓ ମଇ ମାସ ନିମନ୍ତେ ଏହି ଟିକସ ଛାଡ଼ କରାଯାଇଥିବା ସରକାରଙ୍କ…

 ବାତ୍ୟା ପୂର୍ବରୁ ୮୭ ହଜାର ୪୨୨ ସ୍ଥାନାନ୍ତର

୧୦ ଏନ୍ଡିଆରଫ୍, ୪ ଓଡ୍ରାଫ୍, ୧୧ ଅଗ୍ନିଶମ ଟିମ୍ ନିୟୋଜିତ ଭଦ୍ରକ,/ ସତ୍ୟ ଭୂଷଣ ସ୍ୱାମୀ: ବାତ୍ୟା ‘ୟସ’ର ପ୍ରଭାବ ଭଦ୍ରକରେ ଅନୁଭୂତ ହେବାକୁ ଆରମ୍ଭ କରିଛି । ମଝିରେ ମଝିରେ ହାଲ୍କା ହାଲ୍କା ବର୍ଷା ସାଙ୍ଗକୁ ବେଳେ ପବନର ଝଟ୍କା ମଧ୍ୟ ଅନୁଭୂତ ହେଉଛି । ବାତ୍ୟା ମୁକାବିଲା ପାଇଁ ଭଦ୍ରକ…

ବୁଗୁଡା : ଅଙ୍ଗନୱାଡ଼ି କର୍ମୀଙ୍କ ଅସହଯୋଗ, ଆଗେଇ ପାରୁନି ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ !

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) : କେନ୍ଦ୍ର ଓ ରାଜ୍ୟ ସରକାର, ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନାର ଦ୍ଵିତୀୟ ଲହରକୁ ରୋକିବା ପାଇଁ ଘରକୁ ଘର ବୁଲି ପଲସ ଅକ୍ସି ମିଟର ଟେଷ୍ଟିଙ୍ଗ ଓ ଥର୍ମାଲ ସ୍କାନିଂ ଉପରେ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ବିଭାଗ କର୍ମୀ, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ…

ଆପ୍ ଗଜପତି ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ସି ମିଟର ମାଧ୍ୟମରେ ଲୋକଙ୍କ ଅମ୍ଳଜାନ ସ୍ତର ଯାଞ୍ଚ୍…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋରନାର ଦ୍ଵିତୀୟ ଲହରୀରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଆପ୍ ଗଜପତି ଜିଲ୍ଲା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଅକ୍ସି ମିଟର ମାଧ୍ୟମରେ ଲୋକଙ୍କ ଅମ୍ଳଜାନ ସ୍ତର ଯାଞ୍ଚ୍ କାର୍ଯ୍ୟକ୍ରମ…

ଚନ୍ଦ୍ରଗିରିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ଭାରତବର୍ଷରେ କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଦ୍ୱିତୀୟ ଲହରୀ ମାରତ୍ମକ ହୋଇଥିବାରୁ ଦେଶରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଲୋକଙ୍କ ଅକାଳ ବିୟୋଗ ଘଟୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗଜପତି…

ଓଡ଼ଗାଁ ଅଞ୍ଚଳରେ ଧଳା ଜହର, ଢାବାରୁ  ଚାଲିଛି ବେପାର 

 ୨୧ ଗ୍ରାମ ବ୍ରାଉନ ସୁଗାର ଅଭିଯୁକ୍ତ  ଗିରଫ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ପ୍ରଥମ ଥର ପାଇଁ ଓଡ଼ଗାଁ ଅଂଚଳରେ ଜାହିର ହୋଇଛି ଧଳା ଜହର ବେପାରର ଉପସ୍ଥିତି | ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା, ଏସ ଆଇ ସଞ୍ଜୟ ପରିଡ଼ା, ସ୍ନେହଲତା ପ୍ରଧାନ ପାଟ୍ରୋଲିଂ କରୁଥିବା ସମୟରେ…

ପୁଣ୍ୟଶ୍ଲୋକ , ପ୍ରଣମ୍ୟ ମହାପୁରୁଷ , ଅମର ଆତ୍ମା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁଣ୍ୟଶ୍ଲୋକ , ପ୍ରଣମ୍ୟ ମହାପୁରୁଷ , ଅମର ଆତ୍ମା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ  ଅନୁଷ୍ଠିତ…

ବାତ୍ୟା ‘ୟସ’ ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ

ସର୍ବାଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ୫ ଟି ଜିଲ୍ଲାର ପୌରସଂସ୍ଥା ଉପରେ ଫୋକସ ଗୁରୁତର ପ୍ରଭାବିତ ସମ୍ଭାବନା ଥିବା ପୌରସଂସ୍ଥାରେ ୫୨୦ ରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାପନ ଭୁବନେଶ୍ୱର(ଶାସକ ପ୍ରଶାସକ) : - ବାତ୍ୟା ପାଇଁ ହାଇ ଆଲର୍ଟରେ ଥିବା ୫ଟି ଜିଲ୍ଲା ଯଥା…

ଓଡିଶା ଉପକୂଳ ପାଖେଇଲା ‘ୟଶ’:-ଅଧିକ ବିପଦରେ ବାଲେଶ୍ୱର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼  'ୟଶ ' ବର୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ -ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର - ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ…

କଟାମା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅକାଳ ବିୟୋଗ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ କଟାମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୋମବାର ଦିନ ଆକସ୍ମିକ ବିୟୋଗ ଘଟିଛି। ସେ ନିଜ ଗ୍ରାମ କିନାରିରେ ରହୁଥିବା ବେଳେ କିଛି ଦିନ ହେଲା ଜ୍ଵରରେ ଆକ୍ରାନ୍ତ ଥିଲେ। ଘରେ ରହି ଚିକିତ୍ସିତ ହେଉଥିଲେ। ରବିବାର ଦିନ…