ମଦ ଦୋକାନ ଖୋଲିବାରେ ପ୍ରଶାସନର ନିଷ୍ଣତି କୁ ବିରୋଧ ଆନ୍ଦୋଳନର ଚେତାଵନୀ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ:  ରାୟଗଡା ଜିଲା କାଶିପୁର ବ୍ଲକରେ ଦୁଇଗୋଟି ଦେଶୀ ବିଦେଶୀ ମଦ ଦୋକାନ ଖୋଲିବାରେ ପ୍ରଶାସନର ନିଷ୍ଣତି କୁ ଅଞ୍ଚଳ ଵାସୀ ଦୃଢ ବିରୋଧ କରିଛନ୍ତି ।କାଶିପୁର ବ୍ଳକ ରେ ସରକାର ମଦର ବନ୍ୟା ନିଷ୍ପତିକୁ ଵିଭିନ୍ନ ପଞ୍ଚାୟତ ରଜନ ପ୍ରତିନିଧି ସ୍ଵୟଂ ସହାୟିକା…

ଆଗାମୀ ସାଢେ଼ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର : – ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦସରସ୍ୱତୀଜୀ

ପୁରୀ(ଶାସକ ପ୍ରଶାସକ) : ଗତ ତା ୧୩ ଓ ୧୪ ସେପ୍ଟେମ୍ବର ଦୁଇଦିନ ଧରି ଶଙ୍କରଚାର୍ଯ୍ୟ ପୂଜ୍ୟପାଦ ଶ୍ରୀମଜ୍ଜଗଦ୍ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦସରସ୍ୱତୀଜୀ ମହାରାଜଙ୍କଦ୍ୱାରା ସଂସ୍ଥାପିତ ପୀଠପରିଷଦ, ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ…

ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେପିର ୨୦ ତାରକା ପ୍ରଚାରକ

ରାଜ୍ୟ ସଭାପତି, ତିନି କେନ୍ଦ୍ରମନ୍ତ୍ରୀ , ରାଜ୍ୟ ପ୍ରଭରୀଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ସାମିଲ ଭୁବନେଶ୍ୱର (ଶାସକ ପ୍ରଶାସକ) : ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେପି ଆଜି ତାର ୨୦ ତାରକା ପ୍ରଚାରକଙ୍କ ନାମ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ…

ଗୋଟିଏ ବର୍ଷାରେ ଧୋଇଗଲା ପାଞ୍ଚ ଲକ୍ଷ ଟଙ୍କାରେ ତିଆରି ପୋଖରୀର ଆଡି ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡରେ ମନରେଗା କାମରେ ଦୁର୍ନୀତି ହେଉଥିବା ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଧୂମାଭଟା ଗାଁରେ ମଧ୍ୟ ସାମନାକୁ ଆସିଛି ମନରେଗା ଦୁର୍ନୀତିର ନଗ୍ନଚିତ୍ର । ଧୂମାଭଟା ଗାଁରେ…

ଡକ୍ଟର ଛବିଳ କୁମାର ମେହେରଙ୍କୁ ସମ୍ମାନଜନକ ‘ରାଜଭାଷା ଗୌରବ ପୁରସ୍କାର’

ପଦ୍ମପୁର(ଶାସକପ୍ରଶାସକ)-ହିନ୍ଦୀ ଦିବସ ଅବସରରେ ଡକ୍ଟର ଛବିଳ କୁମାର ମେହେର ହିନ୍ଦୀ ଭାଷା ସାହିତ୍ୟକୁ ତାଙ୍କ ବିଶେଷ ଅବଦାନ ସକାଶେ ଭାରତ ସରକାରଙ୍କଠାରୁ ସମ୍ମାନଜନକ 'ରାଜଭାଷା ଗୌରବ ପୁରସ୍କାର' ସକାଶେ ଯୋଗ୍ୟ ବିବେଚିତ ହୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ସମ୍ମାନିତ…

ବିସ୍ରା ବ୍ଲକରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ୱର(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିସ୍ରା ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତିା ମୁଖ୍ୟମନ୍ତ୍ରୀ ଶ୍ରୀ…

ସୋଆ ପ୍ରଫେସରଙ୍କୁ ଭିଡିଗୁଡ୍ ଇଂଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଇଞ୍ଜିନିୟରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ରନିମନ୍ତେ ଭିଡିଗୁଡ୍ ଇଂଟରନ୍ୟାସନାଲ…

ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର: କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେପି ଆନ୍ଦୋଳନାତ୍ମକ ପଦକ୍ଷେପ ପଦକ୍ଷେପ ନେଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବାଦ ସମାଧାନ କରି ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ଭିତରେ ପୂଜା ସମ୍ପନ୍ନ କରିବା ପାଇଁ ଟୁଇଟ କରି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି…

ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଅଭିଯାନ ପାଳନ କରିବ ବିଜେପି : ଲେଖାଶ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ୍ମଦିନ ଚଳିତ ମାସ ସେପ୍ଟେମ୍ବର ୧୭ ତାରିଖ ଦିନ ପାଳନ ହେବାକୁ ଯାଉଛି । ଆସନ୍ତା ମାସ ଅକ୍ଟୋବର ୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ବର୍ଷର ସେବା କାର୍ଯ୍ୟ ଏବଂ ଦେଶ ପ୍ରତି…

ଆଜିଠାରୁ ଛୁଟିରେ ପିକେ, ଦାୟିତ୍ୱରେ ଆରକେ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜିଠାରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅକ୍ଟୋବର  ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଛନ୍ତି | ତାଙ୍କ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି | ଶ୍ରୀ…