ଜିଲ୍ଲାପାଳଙ୍କ ମୋହନାରେ କୋଭିଡ୍ ସମୀକ୍ଷା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହା ମୋହନା ବ୍ଲକକୁ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଆସି ଶ୍ରୀ ସାହା ପ୍ରଥମେ କାଳିଆପଟା କୋଭିଡ୍ ଗୃହକୁ ଯାଇ ଇସିଜି ଗୃହ , ରଞ୍ଜନରଶ୍ମୀ ଗୃହ ବୁଲି ଦେଖି କର୍ମଚାରୀ…