ଗରିବଙ୍କ ପାଣି ବିଲ ଛାଡ କରିବେ ପଞ୍ଜାବ ସରକାର : ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଘୋଷଣା
ଚଣ୍ଡିଗଡ : ଗରିବଙ୍କ ପାଇଁ ଜଳ ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଥିବା ଚରଣଜିତ ସିଂ ଚାନ୍ନି । ଶପଥ ଗ୍ରହଣ କରିବାର କିଛି ସମୟ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ଦଳର ପ୍ରଥମ ପୋଲ ପ୍ରତିଶ୍ରୁତି ପୁରଣ କରିବା ପାଇଁ ଘୋଷଣା କରିଛନ୍ତି…