ଲକ ଡାଉନରେ ଖୋଲାଖୋଲି ଚାଲିଥିଲା ମଦ ଦୋକାନ ; ସିଲ କଲା ଭଦ୍ରକ ପୋଲିସ ।
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ ); ସରକାର ଅନଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ଭଦ୍ରକରେ କିଛି ମଦ ମାଫିଆ ମାନେ ପୋଲିସକୁ ଚେଲେଞ୍ଜ କରି ଖଲମଖୋଲା ବିକ୍ରି କରୁଛନ୍ତି ମଦ !ଏପଟେ ଲୋକଡାଉନ ସେପଟେ ଖୋଲାଖୋଲି ବିକ୍ରି ହେଉଥିଲା ମଦ , ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚରମ୍ପା…