ଓଡ଼ିଶାରେ ୨୫ଟି ଏଫପିଓ ଦାୟିତ୍ୱରେ ସୋଆ
ଭୁବନେଶ୍ୱର, : ନ୍ୟାସନାଲ ଏଗ୍ରିକଲ୍ଚରାଲ୍ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ନାଫେଡ୍) ଦ୍ୱାରା ଓଡ଼ିଶାରେ ସଂଗଠିତ ୬୭ଟି କୃଷକ ଉତ୍ପାଦକ ସଂଘ (ଏଫପିଓ) ମଧ୍ୟରୁ ୨୫ଟି ଏଫପିଓର ବିକାଶ ଦାୟିତ୍ୱ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦିଆଯାଇଛି ।ସୋଆ ପରିଚାଳିତ…