ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ପ୍ରଧାନ ବିଚାରପତି ଏନ.ଭି ରାମନା ରବିବାର ଦିନ ନ୍ୟାୟପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ମତ ରଖିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନା | ଏହାସହିତ ଦେଶର ଆଇନ କଲେଜଗୁଡ଼ିକରେ ମଧ୍ୟ ଅନୁରୂପ ସଂରକ୍ଷଣ ଦାବିକୁ ବି ସମର୍ଥନ…