କୋଭିଡ କଟକଣା : ଫିକା ପଡିଲା ଗୁଣୁପୁର ମା ମାଣିକେଶ୍ବରୀଙ୍କ ବାଲି ଯାତ୍ରା
ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ : ଗୁଣୁପୁର ବ୍ଲକ ପୁରୁଣା ଗୁଣୁପୁର ଠାରେ ମା ମାଣିକେଶ୍ବରୀ ମାଆଙ୍କ ପାରମ୍ପରିକ ବାଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହା ରାଜ ରାଜୁଡା ଅମଳରୁ ବହୁ ବର୍ଷଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଯାତ୍ରା ଏଥର କୋଭିଡା କଟକଣା ପାଇଁ ଫିକା ପଡିଯାଇଛି | ୮ଦିନ…