ସଫଳ ହେଲା ପୋଲିସ, ଜାଲରେ ଧରା ପଡିଲା ଦୁର୍ବୃତ୍ତ : ସରିଲା 5 ଘଂଟାର ହାଇ ଡ୍ରାମା
ଫିଲ୍ମ ଢଙ୍ଗୀରେ ଘରେ ପଶି ଗୋଟେ ପରିବାରର ୩ଜଣଙ୍କୁ ବନ୍ଧୁକ ମୁନରେ ବନ୍ଧକ ଘଟଣାରେ ଅଭିଯୁକ୍ତ ବିକ୍ରମ ପୋଲିସ ଖାପଚରେ
https://www.youtube.com/watch?v=sfLuXgrJGe8
ବଲାଂଗୀର / ନିରୋଜ ମିଶ୍ର : ଦୀର୍ଘ 5 ଘଣ୍ଟା ଧରି ନକେଦମ ହେଲେ ବି ସଫଳ ହୋଇଛି ବଲାଂଗୀର ପୋଲିସ । ନାଟକୀୟ ଭାବେ…