ରକ୍ତାଭାବ ଦୂର କରିବା ପାଇଁ ଛାତ୍ର ବିଜେଡି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…

ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା କୃଷକ ମୋର୍ଚ୍ଚା

ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବି ଭୁବନେଶ୍ୱର :ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ…

ଚନ୍ଦ୍ରକାନ୍ତ ନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି  

ଭୁବନେଶ୍ୱର-(ଶାସକ ପ୍ରଶାସକ):  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ  ସୂଚନା ସେବା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ନାୟକଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି ।  ଶ୍ରୀ ନାୟକ ଏହା  ପୂର୍ବରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଗାମୀ…

ଭଦ୍ରକରେ ହେବ ନୂତନ ଇଣ୍ଡୋର ଷ୍ଟାଡିୟମ ; ୫-ଟି ସଚିବଙ୍କ ପାଖରେ ଦାବି ରଖିଲେ ଭଦ୍ରକ ବିଧାୟକ ।

ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ): ଭଦ୍ରକ ଜିଲ୍ଲାରେ ଏକ ଇନଡୋର ଷ୍ଟାଡିୟମର ଆବଶ୍ୟକତାକୁ ନେଇ ଦୀର୍ଘଦିନ ହେବ ଦାବି ହେଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିକଟରେ ଦାବୀ କରିଛନ୍ତି  ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ।  ଆଜି  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ…

ୟୁଜି ଏବଂ ପିଜି  ଅନଲାଇନ ପରୀକ୍ଷା ଅବାଧ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି : ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ସାହୁ 

https://www.youtube.com/watch?v=cw0hnzFOnAQ "ଅଧ୍ୟାପକ-ଅଧ୍ୟାପିକାମାନେ ତୁଲାଇବେ  ଛାତ୍ରଛାତ୍ରୀଙ୍କ ମେଣ୍ଟରିଂ ଦାୟିତ୍ୱ " ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ କଲେଜ କର୍ତ୍ତୃପକ୍ଷ ନେଉଛନ୍ତି ପଦକ୍ଷେପ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଅଣ୍ଡର…

ପୁଣି ଅଧ କୋଟିର ବ୍ରାଉନସୁଗାର ଜବତ୍ , ଗାଡ଼ି ସହ ୧ ଗିରଫ ।

ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଭଦ୍ରକରେ ବାରମ୍ବାର ବ୍ରାଉନସୁଗର ଧରା ହେଉଥିଲେ ମଧ୍ୟ ଏଥିରେ ସାମିଲ ଥିବା ମାଫିଆଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି । ଗତ ଦୁଇଦିନ ପୁର୍ବେ ଭଦ୍ରକ ମଟେଲ ଛକ ଠାରେ 2 ନିଶାଡୀଙ୍କୁ ବ୍ରାଉନସୁଗର ସହିତ ପୁଲିସ ଧରିବା ପରେ କୋର୍ଟ ଚାଲାଣ କରିଥିଲା। ପୁଣି…

ଲୋକଙ୍କ କଥାକୁ ନଜର ଅନ୍ଦାଜ କରୁଥିଲେ, ବିଭାଗୀୟ ନିର୍ଦ୍ଦେଶ ପରେ ଏବେ ମାନିଲେ 

"ଶାସକ ପ୍ରଶାସକ"ର ଛୋଟିଆ ପ୍ରୟାସ : ତ୍ରୁଟିପୂର୍ଣ୍ଣ କାମ ସୁଧାରିବାକୁ ଠିକାଦାରଙ୍କୁ ଆଦେଶ  ପଦ୍ମପୁର- ଲୋକଙ୍କ କଥାକୁ ନଜର ଅନ୍ଦାଜ କରି ଦେଇଥିଲେ | ହେଲେ "ଶାସକ ପ୍ରଶାସକ"ରେ ଖବର ବାହାରିବା ପରେ ତାକୁ ସେ ସମ୍ପର୍କିତ ଏକ ଟୁଇଟକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ…

ପ୍ରଶାସନିକ ଉଦାସୀନତାର କଷାଘାତରେ ଜର୍ଜରିତ ରୂପବତୀ ବେଲଘର !

ଟିକେ ଦରଦୀ ମନ ନେଇ ଚିନ୍ତା କରନ୍ତେନି ପ୍ରଶାସନ ଓ ସରକାର !!! ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଅନଲାଇନ କଣ ଆମେ ଜାଣିନୁ ଏପରି ଭାବରେ ନିଜର ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତର ସମାଜସେବୀ ବାନାମ୍ବର…

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ଦେବସ୍ନାନ ଯାତ୍ରା 

https://www.youtube.com/watch?v=tiTq87-T_QE&t=24s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ତିନି ଠାକୁରଙ୍କ ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି ।…

ଓପେକ୍ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– ନିକଟରେ ତୈଳ ବଜାରରେ ଆସିଥିବା ପରିବର୍ତନ, ତୈଳ ଚାହିଦାର ପୁନରୁଦ୍ଧାର, ଆର୍ଥôକ ଅଭିବୃଦ୍ଧି ଆକଳନ ଏବଂ ଉର୍ଜା କ୍ଷେତ୍ର ନେଇ ଥିବା ଆହ୍ୱାନ ଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ…