କରୋନା କାଳରେ ସାମ୍ବାଦିକଙ୍କୁ ସହଯୋଗର ହାତ ବଢ଼ାଇଲେ କଂଗ୍ରେସ ନେତା ପ୍ରତାପ ପ୍ରଧାନ 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ତରଫରୁ ଘୁ.ଉଦୟଗିରି କଂଗ୍ରେସ କର୍ମକର୍ତ୍ତା ସାମ୍ବାଦିକଙ୍କୁ ସୁଖା ଖାଦ୍ୟ ସମେତ ସାନିଟାଇଜର, ସାବୁନ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି I ସାମ୍ବାଦିକ ଗଗନ କୁମାର ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା…

ଶବର ଆଦିବାସୀ ମାନଙ୍କ ନିଆରା ଦେବସ୍ନାନ ଯାତ୍ରା : ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା

https://www.youtube.com/watch?v=fl9EKqICPyw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାହାଡ଼ ଉପରେ ଶବର ଆଦିବାସୀ ମାନଙ୍କ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ନିଆରା ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ପାରମ୍ପରିକ ରୀତିରେ ଏଭଳି ନିଆରା…

ପାରଳାଖେମୁଣ୍ଡି ଠାରେ ଲିକ୍ୟୁଡ଼ ମେଡିକାଲ ଅକ୍ସିଜେନ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ୍…

https://www.youtube.com/watch?v=7rmYc2sTI2c ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ କରୋନା ମାହାମାରି ସମୟରେ ସ୍ୱାସ୍ଥ୍ୟ ସେବାରେ ବିଶେଷ ଉନ୍ନତି ଆଣିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ…

ସାମ୍ବାଦିକଙ୍କୁ ଏସଆଇଙ୍କ ଦୁର୍ବ୍ୟବହାର: କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ଧାରଣା 

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡ଼କଟାରୁ ଶୁକ୍ରବାର ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା ।  ମଦ ଦୋକାନରେ ଥିବା ସମସ୍ତ ମଦକୁ ଜବତ କରାଯାଇ ନୟାଗଡ଼ରେ ଥିବା ମୋବାଇଲ ସ୍କ୍ୱାଡ କାର୍ଯ୍ୟାଳୟକୁ ଅଣା ଯାଇଥିଲା । ମଦ ଜବତ ସମ୍ପର୍କରେ ଖବର ସଂଗ୍ରହ ପାଇଁ ନୟାଗଡ଼ର ବରିଷ୍ଠ…

କରୋନା ଲଢେ଼ଇର ଅଂଶ ଵିଶେଷ ସାଜିଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୃଜନ” ଏବଂ ସାମ୍ବାଦିକ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରି ଚାଲିଛି I କରୋନାର କରାଳ ରୂପରେ ସମଗ୍ର ପୃଥିବୀ ଆଜି ଅସ୍ତବ୍ୟସ୍ତ I ଏହି ମହାମାରିକୁ ପରାସ୍ତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି I କରୋନା ମହାମାରୀ ସଂକ୍ରମଣରୁ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଶଙ୍କରୁ ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଶଙ୍କରୁ ଗ୍ରାମର ଜଣେ ନାବାଳିକା ଦଶମ ଶ୍ରେଣୀରେ ପାଠ…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ।

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ :  ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ 3 ଜଣ ଙ୍କୁ ଧରିଲା ସମ୍ବଲପୁର ଜିଲ୍ଲା ର ନାକଟିଦେଉଳ ପୋଲିସ। ଗିରଫ ଅଭିଯୁକ୍ତ ଙ୍କ ଠାରୁ ପୋଲିସ ଏକ କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେବଗଡ଼ ଜିଲ୍ଲାର ଦୁଃଶାସନ…

ପ୍ରଥମ ଓ ଦ୍ବିତୀୟ ଲହରର ଅଭିଜ୍ଞତା ଆମକୁ ତୃତୀୟ ଲହରର ମୁକାବିଲାରେ ସାହାଯ୍ୟ କରିବ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହେଲା   ମହାମାରୀ ସମୟରେ ଲୋକଙ୍କ…

କିସ୍‍ରୁ ମାଟ୍ରିକ୍‍ ପାଶ୍‍ କଲେ ଦାନ ମାଝୀଙ୍କ ଝିଅ

ଭୁବନେଶ୍ୱର: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍‍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି…

କରୋନା ପାଇଁ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର:-ଓଡିଶା ରାଜ୍ୟରୁ ମହାମାରୀ କରୋନାକୁ ବିଲୁପ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାନୁସାରେ ଗାଁ ମାନଙ୍କରେ ଗଢ଼ିଉଠିଥିବା ଗାଁ କଲ୍ୟାଣ ସମିତି ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜୋରସୋର ଚାଲିଛି lଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ…