ଆସିଲା ନୂଆ ଏସଓପି; ଆସନ୍ତା ଦୁଇଦିନ ଶ୍ରୀମନ୍ଦିର ବନ୍ଦ
ପୁରୀ/ ଅନିମେଶ ପଟ୍ଟନାୟକ : କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପାଇଁ ଜାରି ହୋଇଛି ନୂଆ ଏସଓପି । ଆସନ୍ତା ଦୁଇଦିନ ଅର୍ଥାତ ଶୁକ୍ରବାର ଓ ଶନିବାର ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଆସନ୍ତାକାଲି ଦଶହରା ଓ ପହରଦିନ ଗୋସାଣି ଯାତ ପାଇଁ ଦର୍ଶନକୁ ବନ୍ଦ ରଖାଯିବାକୁ ନିଷ୍ପତି…