ଏସଟିଏଫ ଟେର ପାଉନି, ହେଲେ ଫେରାର ଅଭିଯୁକ୍ତ ଥାନାରେ ଦେଉଛି ଫୁଲ ତୋଡ଼ା !!!!
ପାରାଦୀପ: ନିରିହ ତଥା ଗରିବ ଶ୍ରମିକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ପାରାଦୀପର ଜଣାଶୁଣା ଯୁବ ଶ୍ରମିକ ନେତା ରାକେଶ ପଟ୍ଟନାୟକ ଓରଫ ରାକାକୁ ଏଏସଟିଏଫ୍( ସ୍ବତନ୍ତ୍ର ଟାକ୍ସ ଫୋର୍ସ) ଗିରଫ କରିନାହିଁ। ଗିରଫ ପାଇଁ ତନାଘନା ଚଳାଇଛି। ପାରାଦୀପରେ…