ପଛୁଆବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ଅସଙ୍ଗତି : ଜିଲ୍ଲା ଓବିସି ମୌର୍ଚ୍ଚା ପକ୍ଷରୁ ଜିଲ୍ଲା ବନ୍ଦ ଡାକରା

0 2

ନୂଆପଡ଼ାରୁ ଯଶୋବନ୍ତ କୁମାର: ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପଛୁଆବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ଅନିୟମିତତା ଅଭିଯୋଗ କରି ତାହାର ପ୍ରତିବାଦରେ ନୂଆପଡା ଜିଲ୍ଲା ଓବିସି ମୌର୍ଚ୍ଚା ପକ୍ଷରୁ ଆସନ୍ତା ୧୮.୧୦.୨୦୨୧ ଦିନ ବନ୍ଦ ଡାକରା ଦେଇଛନ୍ତି। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ସକାଳ ୬ ଘଣ୍ଟା ରୁ ସଂନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଲିତ ହେବା ନେଇ ସୂଚନା ଦେଇଛନ୍ତି। ଏହିବବନ୍ଦ ପାଳଙ୍କୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନ ସ୍କୁକ କଲେଜ, ବ୍ୟାଙ୍କ , ଘରୋଇ ଓ ସରକାରୀ ଅନୁଷ୍ଠାନ କୁ ଅନୁରୋଧ କରିଥିବା ଜିଲ୍ଲା ଓବିସି ମୌର୍ଚ୍ଚା ଆବାହକ ବିରେନ୍ଦ୍ର ପ୍ରଧାନ ଆହ୍ବାନ କରିଛନ୍ତି।

Leave A Reply

Your email address will not be published.