ପଦ୍ମପୁର ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ।
ପଦ୍ମପୁର(ଶାସକପ୍ରଶାସକ)-ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ନୃସିଂହନାଥ ସ୍ଥିତ IOCL ଅତିଥି ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ସରୋଜ ପାଣିଗ୍ରାହୀଙ୍କ ଆବାହକତ୍ବରେ ତଥା ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ କୁମାର…