ଦିର୍ଘ 15 ବର୍ଷ ହେଲା ସଫା ହୋଇନି ପୋଖରୀ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଦୁଇ ନମ୍ଵର ୱାର୍ଡ ପୋଲିସ ପଡାର ଲୋକମାନଙ୍କ ଗାଧୋଇବା ପାଇଁ ରାଜା ରାଜୁଡା ଅମଳ ରୁ ଏକ ପୋଖରୀ ରହିଛି । ଏହି ଗୋଟିଏ ପୋଖରୀ ହିଁ ପୋଲିସ ପଡା ବାସୀ ଙ୍କୁ ଗାଧୋଇବା ପାଇଁ ସାହା ହୋଇଛି । ହେଲେ ପୋଖରୀ ର ପାଣି ବର୍ତ୍ତମାନ ମଇଳା…