୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା
ପ୍ରତ୍ୟେକ ପରିବାର ଆକାଉଣ୍ଟରେ ୫୦୦୦ ଟଙ୍କା
୬୦ ହଜାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଛାତ୍ର ବୃତ୍ତି ।
କୋଭିଡ଼ ସମୟରେ ଉତ୍ତମ ଚିକିତ୍ସା ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପିଭିଟିଜି ଜନଜାତି
ଏ ବିପଦ ସମୟରେ ସରକାର ଆପଣଙ୍କ…