କଂଗ୍ରେସ ଦଳ କୁ ତଳସ୍ତରରୁ ମଜଭୁତ କରିବା ପାଇଁ ରଣ କୌଶଳ ଆରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୨ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତର ରାଗିଡି ଗ୍ରାମ ଠାରେ ଏକ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୁମ୍ମା ବ୍ଲକର ଅଧ୍ୟକ୍ଷ ଭାବେ ଗୀତାଞ୍ଜଳି ଭୁଂୟା ଉପ ନିର୍ବାଚନରେ ନିର୍ବାଚିତ ହେବା…

ବିଦ୍ୟୁତ ବିଭାଗ ପକ୍ଷରୁ ଅଭିନବ ବ୍ୟବସ୍ଥା : ଗଛଲତାରେ ପରିପୂର୍ଣ୍ଣ ଖୋଲାମେଲା୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ସ୍କୁଲ ଛକ ଠାରୁ ଗାଁପଡ଼ାକୁ ଯିବା ରାସ୍ତା କିସାନ ପଡ଼ା ଠାରେ ୧୦୦ କେଭି ଟ୍ରାନ୍ସଫର୍ମର ଗଛଲତାରେ ପରିପୂର୍ଣ୍ଣ ହୋଇ ପଡ଼ିଛି l ଟ୍ରାନ୍ସଫର୍ମର ଆଖପାଖ ସ୍ଥାନରେ ଗାଈ,ଗୋରୁ ଅନ୍ୟାନ୍ୟ…

ପାରଳା ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ୍ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜ୍ଵର ବ୍ୟାପିବାର ଦେଖିବାକୁ ମିଳିଛି । ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ…

ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା, ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ ର ସୁରକ୍ଷା ଓ ସଂରକ୍ଷଣ ଓ…

ଟିଟିଲାଗଡ, (ଗୌରବ ଦର୍ଜୀ)-ପୃଥିବୀ ରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି। ସାରା ବିଶ୍ବରେ ୫୦ କୋଟି ରୁ ଉର୍ଦ୍ଧ ଆଦିବାସୀ ଙ୍କ ଜନସଂଖ୍ୟା ପ୍ରାୟ ୭ ହଜାର ରୁ ଉର୍ଦ୍ଧ ଆଦିବାସୀ ଭାଷା ପ୍ରଚଳିତ ଥିବା ବେଳେ ୫ ହଜାର ରୁ ଉର୍ଦ୍ଧ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହା ଜେନେଭା…

ବିଭିନ୍ନ ଜଳସମ୍ପଦ ପ୍ରକଳ୍ପ ର ମରାମତି, ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରିବା ଦାବି

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସରପଞ୍ଚ ସଂଘର ଦାବିପତ୍ର। ଟିଟିଲାଗଡ,( ଗୌରବ ଦର୍ଜୀ):ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ରେ ବର୍ଷା ମାତ୍ର ବହୁତ୍ କମ ରହିଛି। ବଲାଙ୍ଗିର ଜିଲ୍ଲା ର ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ମରୁଡି ପରିସ୍ଥିତି ଦେଖା ଦେଇଛି। ଚାଷ ଜମି ଗୁଡ଼ିକ ଫାଟି ଆଁ…

ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ରାଜ୍ୟ ଶାଖା ସଭାପତି ଭାବେ ଦାୟିତ୍ବ ଗ୍ରହଣ କଲେ ଅତନୁ

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ରାଜ୍ୟ ଶାଖା ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି | ଆଜି ଅନୁଷ୍ଠିତ ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ୯୧ ତମ ରାଜ୍ୟ ପରିଷଦ ବୈଠକ ଅବସରରେ…

ଲୋକାଭିମୁଖୀ ହେଉଛି ୫ ଟି ଏବଂ “ମୋ ସରକାର”

ଦୀପାଙ୍କ ଟ୍ୱିଟ ପରେ ପୂର୍ତ୍ତ ବିଭାଗ ସଚିବଙ୍କ ଉତ୍ତର:ମରାମତି ହେଲା ରାସ୍ତା ବରଗଡ଼ : ଆଗରୁ କୌଣସି ସମସ୍ୟା ନେଇ ଲୋକେ ସ୍ଥାନୀୟ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କେହି ଶୁଣୁନଥିଲେ | ଧାଇଁ ଧାଇଁ ଲୋକ ନୟାନ୍ତ ହୋଇଯାନ୍ତି ଆଉ ଚପଲ ଘୋରି ହୋଇଯାଏ | କାମ ହେବାର ନ ଗନ୍ଧ ନଥାଏ | …

ଟ୍ରାନ୍ସଫର୍ମରକୁ ଚଢି ଉଚ୍ଚଶିକ୍ଷିତ ଯୁବକଙ୍କ ଆତ୍ମହତ୍ୟା।

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଦେବଦର୍ହା ନିକଟସ୍ଥ ମାଳିଡିହି ଗ୍ରାମ ଠାରେ ଆଜି ସକାଳେ ବିଜୁଳି ଖମ୍ବ କୁ ଚଢି ଟ୍ରାନ୍ସଫର୍ମର କୁ ଧରି ଏକ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ନେଇ ଉକ୍ତ ଗ୍ରାମବାସୀ ଜଗଦଲପୁର ଥାନା କୁ ସୂଚନା…

ସାମ୍ଭାବ୍ୟ କୋଭିଡ୍ ୩ୟ ଲହର ମୁକାବିଲା ପାଇଁ ସବୁ ଗାଁରେ ବିଜେପି ନିୟୋଜିତ କରିବ ୨ ଜଣ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ :…

ରାଜ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନ କର୍ମଶାଳା ଚଳିତ ମାସ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୫୧୦୦୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ପ୍ରଶିକ୍ଷଣ ଦିଆଯାଇ କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତ ରଖାଯିବ ଭୁବନେଶ୍ୱର : ବୈଶ୍ୱିକ ମହାମାରୀ କୋଭିଡ୍ ସଂକ୍ରମଣ ଦ୍ୱାରା ସମଗ୍ର…

ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ଟି ନୂତନ ମେଗା ଲିଫ୍ଟ ଜଳ ସେଚନ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ

ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଂଚ ସଂପର୍କରେ ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱର(ଶାସକ ପ୍ରଶାସକ)- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ ଗୋଟି ନୂତନ ମେଗା ଲିଫ୍ଟ ଜଳ ସେଚନ ପ୍ରକଳ୍ପ ସ୍ଥାପନ ପରିପ୍ରେକ୍ଷୀରେ ଆସିଥିବା ପ୍ରସ୍ତାବର ଅନୁଧ୍ୟାନ ଓ ସ୍ଥିତି ଯାଂଚ…