ନତକାଇ ସ୍ଥିତ ଅଖାବାବାଙ୍କ ଆଶ୍ରମର ବାର୍ଷିକ ଉତ୍ସବ ।
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମର ବାଘୁଆ ପଡିଆ ଠାରେ ପବିତ୍ର ପଣ୍ଡୁ ପୂର୍ଣ୍ଣିମା ଉପଲକ୍ଷେ ଅଖବାବାଙ୍କ ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତର କଲ୍ୟାଣ ପାଇଁ ଭଜନ, କୀର୍ତ୍ତନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ…