ଦେବିମୁହାଁଣ ରେ ଅଲିଭରିଡ଼ଲେଙ୍କ ଅଣ୍ଡାଦାନ , ଦୁଇ ଥରରେ 260ଅଣ୍ଡା ସଂଗ୍ରହ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରିଜିଲ୍ଲା ର ଅଲିଭରିଡ଼ଲ କଇଁଚ ଙ୍କ ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିବା ଅସ୍ତରଙ୍ଗର ଦେବିମୁହାଁଣ ନିକଟରେ ଦୁଇ ଗୋଟି ଅଲିଭରିଡ଼ଲେ ଅଣ୍ଡା ଦେଇଥିବା ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି । ପ୍ରଥମ ଅଣ୍ଡା ଡିସେମ୍ବର 27 ତାରିଖ ରେ ଦେଇଥିଲାବେଳେ ସେଥିରୁ150 ଅଣ୍ଡା…