ରାୟଗଡ ବ୍ଲକ ମାଣିକପାଟଣା ଗ୍ରାମରେ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ ଓ ଦାଦାଗିରି ପ୍ରସଙ୍ଗରେ ସମସ୍ତେ ଚୁପ୍ –

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଗତ ୯ ତାରିଖ ଦିନ ସୀମା-ବିବାଦ ଓ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ , ଅଙ୍ଗନବାଡି କେନ୍ଦ୍ର ଖୋଲିବା , ପିଲାଙ୍କୁ ପଢ଼ାଇବା ଓ ଅଣ୍ଡା…

ବରଗଡ଼ : ଓଡିଶା ମୋ ପରିବାର ରକ୍ତ ସଂଗ୍ରହ ଅଭିଯାନ

ରକ୍ତଦାତା ମାନଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ :- ଓଡିଶାରୁ ରକ୍ତ ର ଅଭାବକୁ ଦୂର କରିବା ପାଇଁ ବିଜୁ ଜନତା ଦଳର ଓଡିଶା ମୋ ପରିବାର କ୍ରମାଗତ ଭାବରେ ପ୍ରଶଂସନୀୟ କାର୍ଯ କରି ଆସୁଛି । ଏହି କ୍ରମରେ ବରଗଡ଼ ଜିଲ୍ଲାରେ ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ…

ପଟ୍ଟା ବଣ୍ଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ/(ସୁବ୍ରତ ପରିଡ଼ା):  ନୟାଗଡ ଜିଲ୍ଲା ନୂଆଗାଁ ତହସିଲ ତରଫରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ତହସିଲ କାର୍ଯ୍ୟାଳୟ ପରିସରରେ ବସୁନ୍ଧରା ଯୋଜନା ରେ ୫ ଜଣ…

ଯୋଡ଼ାରେ ସୁପର୍ ସ୍ପେସାଲିଟି ଡାକ୍ତଖାନା ଓ ନର୍ସିଂ ସ୍କୁଲ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ଯୋଡ଼ା/(ଶାସକ ପ୍ରଶାସକ) - ଆଜି ଯୋଡ଼ା ନଗର ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଉପସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ , ବିଚିତ୍ରାନନ୍ଦ ଦାଶ, ସମ୍ପାଦକ ଅନନ୍ତ ପ୍ରକାଶ ଟୁଡୁ , ନମାମି ଗଙ୍ଗେ ସହ ସଂଯୋଜକ ରଣଜିତ୍ ମହାକୁଡ କେନ୍ଦ୍ର ଆଦିବାସୀ…

ନୂଆଁଖାଇ: ଏକାଠି ବସି ନୂଆ ଖାଇଲେ ବଲାଙ୍ଗୀର ରାଜପରିବାର

ବଲାଙ୍ଗୀର(ନିରୋଜ ମିଶ୍ର) : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ବଲାଙ୍ଗୀର । ରାଜପରିବାରରେ ପାଳନ ହେଲା ନୂଆଁଖାଇ । ଏକାଠି ବସି ନୂଆ ଖାଇଲେ ବଲାଙ୍ଗୀର ରାଜପରିବାର । ବଲାଙ୍ଗୀର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡିଶା । ଅନ୍ୟଜିଲ୍ଲା ପରି…

ଅନଲାଇନ୍ ପରିବର୍ତ୍ତେ ସ୍ଥାନୀୟ ଦୋକାନ ଉପରେ ଭରସା ରଖନ୍ତୁ ଗ୍ରାହକ- ଅମିରା

ଅଲ ଇଣ୍ଡିଆ ମୋବାଇଲ ରିଟେଲର ଏସୋସିଏସନର ବାର୍ଷିକ ଉତ୍ସବ ବଲାଙ୍ଗୀର(ନିରୋଜ ମିଶ୍ର) - ଆଜି ଦେଶରେ ବିଭିନ୍ନ ଅନଲାଇନ୍ ବିକ୍ରୟ ସଂସ୍ଥା ଗୁଡିକ ଛତୁ ଫୁଟିଲା ପରି ଫୁଟୁଛନ୍ତି । ଜିନିଷ ବିକ୍ରି କରିବା ପାଇଁ ଗ୍ରାହକ ମାନଙ୍କୁ ନାନା ଲୋଭ ଦେଖାଇ କୌଣସି ମତେ ତାଙ୍କ ଜିନିଷ ବିକ୍ରୟ କରି…

ପି.ଆର. ହାଇସ୍କୁଲ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ନରସିଂହ

ସେପ୍ଟେମ୍ବର ଶେଷ ସୁଦ୍ଧା କାମ ସାରିବା ଉପରେ ଦେଲେ ଗୁରୁତ୍ୱ ବଲାଙ୍ଗିର(ନିରୋଜ ମିଶ୍ର) -  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ପରିସରରେ ନିର୍ମଣଧିନ ବ୍ୟାଡମିଣ୍ଟର ଇନ୍ଡୋର ଷ୍ଟାଡିୟମର କାର୍ଯ୍ୟ ତଦାରଖ କରିଛନ୍ତି । ୧୦ କୋଟି ଟଙ୍କା…

ସମାଜରେ ଚଳନ୍ତି ଠାକୁର ‘ବାପା ‘

ଭୁବନେଶ୍ୱର : ବାପା ଏକ ଅକୁହା ସ୍ପନ୍ଦନ, ସବୁ ସନ୍ତାନ ମନରେ ଏହା ଅନୁଭବ କଲେ ମଧ୍ୟ କହି ହୁଏନା | ଦୁନିଆର ସମସ୍ତ ବାପା ଓ ମାଙ୍କୁ ସମ୍ମାନ ଜଣାଇ କଟକରେ ଗଢି ଉଠିଛି ଏକ ଅନନ୍ୟ ଅନୁଷ୍ଠାନ ବାପା | ବିଶିଷ୍ଟ ସମାଜସେବୀ ତଥା ଜଗନ୍ନାଥ ଭକ୍ତ ସ୍ବର୍ଗତ ଡମ୍ବରୁଧର ମହାନ୍ତଙ୍କ ନାମରେ ନାମିତ ଏହି…

ବିଜେପୁରରେ ପରବାସୀ କୁଟୁମର ନୁଆଁଖାଇ ଉତ୍ସବ: ସମ୍ମାନୀତ ହେଲେ ୭ ପ୍ରତିଭା

ପଦ୍ମପୁର(ଶାସକ ପ୍ରଶାସକ)–ବରଗଡ ଜିଲ୍ଲା ବିଜେପୁର ମଧ୍ୟପଡା କଲ୍ୟାଣ ମଣ୍ଡପ ଠାରେ ପରିବାସୀ କୁଟୁମର ନୁଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ପ୍ରଥମ ଅଧିବେଶନ କପିଲେଶ୍ବର ଖମାରୀଙ୍କ ସଭାପତିତ୍ଵରେ ଏବଂ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପରିଚାଳନାରେ ଆରମ୍ଭ ହୋଇଥିଲା…

ଦୁଇ ବ୍ୟକ୍ତିଙ୍କ ବଚସାରୁ ତୁମୁଲ କାଣ୍ଡ,ଜଣକୁ ଆଉ ଜଣେ ଧାରୁଆ ଅସ୍ତ୍ରରେ ମାରି ହତ୍ୟା ।

ପଦ୍ମପୁର : ପଦ୍ମପୁର ଥାନା ଅନ୍ତର୍ଗତ କୁମୁନିବାହାଳି ଗ୍ରାମରେ ଦୁଇ ଜଣକ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ । ଗତକାଲି ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ନୂଆଁଖାଇ ପର୍ବ ପାଳନ କରାଯାଇଛି । ଆଜି ନୂଆଁଖାଇ ବାସି ପାଳନ କରାଯାଉଛି । ଏହି ଅବସରରେ ସଧାରଣ କଥାକୁ ନେଇ କୁମୁନିବାହାଳିର କନ୍ଦର୍ପ ଲୁହାର ଓ…