ତୃତୀୟ ମାଁ ବର୍ଲାକଟିଏନ୍ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା
ପଦ୍ମପୁର : ବିଜେପୁର୍ ବ୍ଳକ୍ ଖରମୁଣ୍ଡା ଠାରେ ମାଁ ବର୍ଲାକଟିଏନ୍ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ " ତୃତୀୟ ମାଁ ବର୍ଲାକଟିଏନ୍ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା " ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ର ଫାଇନାଲରେ ମୂଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଓଡିଶା ମୋ…