ଏସବିଆଇ ପକ୍ଷରୁ ଗୃହ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା
ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଅଫର୍ ଘୋଷଣା କରାଯାଇଛି । ଏହି ଅଫର୍ ଉତ୍ସବ ସମୟରେ ଗୃହ ଋଣକୁ ଆହୁରି ସୁଲଭ ହାରରେ ଉପଲବ୍ଦ କରାଇବ । ପ୍ରଥମ ଧରଣର ଅଭିଯାନ ସ୍ୱରୂପ ଗ୍ରାହକମାନଙ୍କୁ କ୍ରେଡିଟ୍ ସ୍କୋର ଭିତିକ ଋଣ ୬.୭୦ ପ୍ରତିଶତ…