ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରାଜ୍ୟ ସରକାର ଦେବେ ପ୍ରୋତ୍ସାହନ: ଗଠିତ ହେବ “ବୈଦ୍ୟୁତିକ ଯାନ ପାଣ୍ଠି ‘

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବାକୁ ବ୍ୟବସ୍ଥା କରୁଛନ୍ତି ବୋଲି…

୨୦୧୯ ବର୍ଷ ପାଇଁ ଓଡ଼ିଶା ବନସେବା ପରୀକ୍ଷା ଫଳ ପ୍ରକାଶିତ : ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷୀ ପତି

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବନସେବା ପରୀକ୍ଷାର ଫଳ ପ୍ରକାଶିତ ହୋଇଛିା କୋଭିଡ୍ ପ୍ରଥମ ଏବଂ ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ଫଳ ପ୍ରକାଶନରେ ଅତ୍ୟନ୍ତ ବିଳମ୍ବ ହୋଇଥିଲାା ଖାଲି ପଡ଼ିଥିବା ସମସ୍ତ ୬୭ଟି ପଦବୀକୁ ପୂରଣ କରାଯାଇଛିା ଅଣସଂରକ୍ଷିତ…

ଅନଲାଇନରେ ସିରଜିନା ଉନ୍ମୋଚିତ ହେଲା ।

ପଦ୍ମପୁର(ଶାସକପ୍ରଶାସକ)-ଆଜି ଶ୍ରୀଯୁକ୍ତ ରାଧାମୋହନ ପୂଜାହାରୀଙ୍କ ସଭାପତିତ୍ବ ରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ର ସମ୍ବଲପୁରୀ ସାହିତ୍ୟ ପତ୍ରିକା ଇ ସିରଜିନା ଉନ୍ମୋଚିତ ହୋଇଯାଇଛି ।ଏହି ଇ ସିରଜିନା ପତ୍ରିକା ନିଶ୍ଚୟ ସମ୍ବଲପୁରୀ ସାହିତ୍ୟ ପାଇଁ ଏକ ଯୁଗାନ୍ତକାରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୧ତମଜନ୍ମ ଦିନରେ ଫଳ ବଣ୍ଟନ।

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଭାଜପା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି ।ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବଶଙ୍କର ଉଲ୍ଲକା ଙ୍କ ନେତୃତ୍ୱରେ କ ଜୋନର ବ୍ଲକ ସଭାପତି…

ଭଦ୍ରକ ବସ ଷ୍ଟାଣ୍ଡ ସିଣ୍ଡିକେଟର ବିଶ୍ୱକର୍ମା ପୂଜା ନିରାଡ଼ମ୍ବର ଭାବେ ପାଳିତ ।

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ):-ଆଜି ଭଦ୍ରକ ବସଷ୍ଟାଣ୍ଡ ସିଣ୍ଡିକେଟ ରେ ବିଶ୍ୱ କ୍ରର୍ମା ପୂଜା ମାଲିକ ମାନେ ନିଡ଼ାମ୍ୱର ଭାବରେ କୋଭିଡ କଟକଣା ନିୟମ ମାନି ପୂଜା ଅର୍ଚ୍ଚନା କରିଛନ୍ତି । ଗତ ଦୁଇ ବର୍ଷ ହେବ ମହାମାରି କରୋନା ସଂକ୍ରମଣ ପାଇଁ ଖାଲି ମୂର୍ତ୍ତି ପୂଜା କରାଯାଇଛି । ଚଳିତ ବର୍ଷ…

ଭେଉଁରିଆ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ।

ପଦ୍ମପୁର(ଶାସକ ପ୍ରଶାସକ)-ତାଲୁକା ଆଇନସେବା ପ୍ରାଧିକରଣ ପଦ୍ମପୁର ଆନୁକୂଲ୍ୟରେ ପଦ୍ମପୁର ବ୍ଳକ ଭେଉଁରିଆ ଗ୍ରାମପଞ୍ଚାୟତ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା ଶିବିରରେ ପଦ୍ମପୁର ଏଡିଜେ ଅରବିନ୍ଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଇନ ପ୍ରାଧିକରଣ ସମ୍ବନ୍ଧରେ…

ଦଳୀୟ ସାଂଗଠନିକ ସଂରଚନା ଅନୁଧ୍ୟାନ ନିମନ୍ତେ ବିଜେପି ନେତୃତ୍ୱଙ୍କ ସୁରଟ ଗସ୍ତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଦଳୀୟ ତଥା ରାଜନୈତିକ ସାଂଗଠନିକ ସଂରଚନା ଓ କାର୍ଯ୍ୟ ଶୈଳୀ ସମ୍ପର୍କରେ ବିଶେଷ ଅନୁଧ୍ୟାନ ନିମନ୍ତେ ଭାରତୀୟ ଜନତାପାର୍ଟି ଓଡିଶା ପ୍ରଦେଶର ଏକ ରାଜ୍ୟ ସ୍ତରୀୟ ୯ ଜଣିଆ ନେତୃମଣ୍ଡଳୀ ଗୁଜୁରାଟ ପ୍ରଦେଶ ଯାଇଛନ୍ତି ।ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ…

ମୋହନା ବିଜେପିର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ସଂସ୍କୃତି ଭବନ ପରିସରରେ ବିଜେପି ମଣ୍ଡଳ ପକ୍ଷରୁ ଏକ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ରାଜନୈତିକ ଦଳ ସବୁ ଉଣା ଅଧିକେ ତତ୍ପରତା…

ମାଣିକପାଟଣା ସୀମା-ବିବାଦ ଓ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଘଟଣା ଅତ୍ୟନ୍ତ ନିନ୍ଦନୀୟ: ଭୃଗୁ ବକ୍ସିପାତ୍ର

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଜିଲ୍ଲାର ମାଣିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ର ପକ୍ଷରୁ ଯେଉଁ ଘଟଣା ଘଟିଗଲା , ତାକୁ ନେଇ (୧୬-୯-୨୦୨୧) ଗୁରୁବାର ଦିନ ରାଜ୍ୟ ଭାଜପା ପକ୍ଷରୁ ଏକ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ଓ ଜିଲ୍ଲା ଦୌରା-ଜଜ୍ ତଥା ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିୟ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋଭିଡ୍ କଟକଣାକୁ ମାନି ଏକ ଅନ୍ ଲାଇନ୍ ସ୍ତରୀୟ…