42ତମ ପ୍ରତିଷ୍ଠା ଦିବସରେ ନାଲକୋ କାଳିଦାସ ଏବଂ ଖାରବେଳ ସମ୍ମାନ ପ୍ରଦାନ
ଭୁବନେଶ୍ୱର,(ଶାସକ ପ୍ରଶାସକ) :କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର42ତମ ପ୍ରତିଷ୍ଠା ଦିବସ ଜାନୁଆରୀ 7 ତାରିଖରେନାଲକୋ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ହାଇବ୍ରିଡ୍ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି|…