ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍‌ଥ କାର୍ଡ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ୨୦୦ କୋଟି ଟଙ୍କାର…

ଛେଳି ଗୋଠ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇଓ୍ବା

୧ଶହ ଛେଳି ମୃତ, ଗୋଠ ମାଲିକଙ୍କ କ୍ଷତିପୂରଣ ଦାବି ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର ) : ଓଡ଼ଗାଁ ଥାନା ଓଡ଼ଗାଁ-ବାହାଡ଼ାଝୋଲା ରାସ୍ତା ବାହାଡ଼ାପିଠା ଓ ମଶାବାରୀ ମଧ୍ୟରେ ଏକ ଛେଳିଗୋଠ ଉପରେ ବାଲିବୋଝେଇ ହାଇଓ୍ବା ମାଡ଼ି ଯିବାରୁ ପ୍ରାୟ ୧ ଶହ ଛେଳିଙ୍କର ମୃତ୍ୟୁ ହୋଇଯାଇଛି ।  ମଙ୍ଗଳବାର…

ଭିନ୍ନକ୍ଷମ ମହିଳା ନିତୁ ବେହେରାଙ୍କୁ ହ୍ଵିଲଚେୟାର ଯୋଗାଇଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ଵର :ଭୁବନେଶ୍ଵର ସାଲିଆସାହି ଅଞ୍ଚଳର ୪୦ ବର୍ଷିୟା ନିତୁ ବେହେରା ନାମକ ଏକ ମହିଳା ବାଲ୍ୟବସ୍ଥାରୁ ଚାଲିବା ଶକ୍ତି ହରାଇ ବସିଛନ୍ତି । ତାଙ୍କର ଚାଲିବା ଓ ବୁଲିବା ପାଇଁ ସେ ସବୁବେଳେ ହ୍ଵିଲଚେୟାର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଯେ ସେ ଗୋଟେ ହ୍ଵିଲଚେୟାର ପାଇଁ ଅନେକ…

ଗ୍ରାହକ ଅଧିକାର ଓ ସୁରକ୍ଷା କମିଟି ଆନୁକୁଲ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗ୍ରାହକ ଅଧିକାର ଓ ସୁରକ୍ଷା କମିଟି ପକ୍ଷରୁ ମାଣିକପାଟଣା ସୀମା ବିବାଦୀୟ ସମସ୍ୟାର ତୁରନ୍ତ ଫଇସଲା ନିମନ୍ତେ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ସୀମାରେ ଥିବା ଗଜପତି ଜିଲ୍ଲା…

ମଣିଷପଣିଆ ଦେଖାଇଲେ ୧୦୮ ଆମ୍ବୁଲେନ୍ସର ଫାର୍ମାସିଷ୍ଟ

ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ୩ କିମି ରାସ୍ତା ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ…

ସଂଯୁକ୍ତ କିସାନ ମୋର୍ଚ୍ଚା ଡାକରା ଜୋରଦାର ହେବ ପାଳନ, ଅଖଚକ ଦୋକାନ ବଜାର ସବୁ ହେବ ବନ୍ଦ

ବଲାଙ୍ଗିର(ନିରୋଜ ମିଶ୍ର) : ସଂଯୁକ୍ତ କିସାନ ମୋର୍ଚ୍ଚା ଡାକରାକୁ ଆସନ୍ତା ୨୭ ତାରିଖରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଜୋରଦାର ଭାବେ ପାଳନ କରାଯିବା ସୂଚନା ମିଳିଛି । ନବନିର୍ମିତ ମିଳିତ କୃଷକ ସଂଗଠନର ନେତୃତ୍ୱ କ୍ରମେ ଜିଲ୍ଲାରେ ଦୋକାନ ବଜାର ଅଖଚକ ଗାଟି ମଟର ବନ୍ଦ କରାଯିବ ବୋଲି ଆଜି ଏକ…

ପୁନଃ ସୁଦର୍ଶନ

ଭୁବନେଶ୍ୱର,(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଶ୍ୱବିଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ବିଜେତା ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ କରାଯାଇଛିା ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଲଳିତ କଳା…

“୨୦୨୧-୨୨ ସୁଦ୍ଧା ରପ୍ତାନୀରେ ୧ ଲକ୍ଷ କୋଟିରେ ପହଂଚିବ ଓଡ଼ିଶା”

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବାଣିଜ୍ୟ ଉତ୍ସବ: ଆୟୋଜିତ ହେଲା ରପ୍ତାନୀକାରୀଙ୍କ ମହାସମ୍ମିଳନୀ ଭୁବନେଶ୍ୱର,(ଶାସକ ପ୍ରଶାସକ):ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆଜି ମେ ଫେୟାର କନ୍ଭେନ୍ସନ୍ ହଲଠାରେ ବାଣିଜ୍ୟ ଉତ୍ସବ ଆୟୋଜିତ…

ବାୟୁସେନାର ନୂତନ ମୁଖ୍ୟ ହେବେ ଏୟାର ମାର୍ଶଲ ଭି ଆର ଚୌଧୁରୀ |

ନୂଆଦିଲ୍ଲୀ : ଏୟାର ମାର୍ଶଲ ଭି ଆର ଚୌଧୁରୀ ହେବେ ବାୟୁସେନାର ନୂତନ ମୁଖ୍ୟ | ସେପ୍ଟେମ୍ବର ୩୦ ରେ ଏୟାର ଚିଫ୍ ମାର୍ଶଲ ଆର କେ ଭଦୌରିଆଙ୍କ ଅବସର ପରେ ଏୟାର ମାର୍ଶଲ ଶ୍ରୀ ଚୌଧୁରୀ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ।ଏୟାର ମାର୍ଶଲ ଭି ଆର ଚୌଧୁରୀ ବର୍ତ୍ତମାନ ଭାରତୀୟ…

ଦୀପାଙ୍କ ପ୍ରୟାସରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ରାସ୍ତା

ବରଗଡ଼ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଙ୍ଘା ପଞ୍ଚାୟତର କେଲଗାଁ ରୁ ଗୋଧନେଶ୍ୱର ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯାଇଥିଲା। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧପ୍ରାପ୍ତ ହେଉଥିଲା। ଉକ୍ତ ରାସ୍ତା ଦେଇ ବୀରମହାରଜପୁର, ରେଢ଼ାଖୋଲ, ବୌଦ୍ଧ ଅଞ୍ଚଳର ଲୋକେ…