ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେସଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ । ସାରଦା ପ୍ରସନ୍ନ ପାତ୍ର ନାମକ…

ଇମ୍ଫାରେ ଦୁର୍ଘଟଣା ଏଡାଇବାକୁ ମକଡ୍ରିଲ୍ ।

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ତରଳ ଅମ୍ଳଜାନ ଗ୍ଯାସ କ୍ଷରଣ ଏବଂ କର୍ମଚାରୀ ମାନେ କିପରି ଏଥିରୁ ସୁରକ୍ଷା ପାଇବେ ଏ ନେଇ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମଟି ଇମ୍ଫା କାରଖାନାର…

ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୂତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନକୁ ତ୍ୱରାନ୍ମିତ କରିବା , ପ୍ରତ୍ୟେକ ସହର ଓ ଗାଁର ହିତାଧିକାରୀ ଲୋକ ଯେପରି ଏହି କାର୍ତର ଫାଇଦା ନେଇ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାର…

ବହୁ ବରିଷ୍ଠ ବ୍ୟକ୍ତିଙ୍କ ବିଜେଡ଼ିରେ ଯୋଗଦାନ

ନୂଆଗାଁ/(ସୁବ୍ରତ ପରିଡ଼ା): ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲମଡ଼ା ଗ୍ରାମ ର ବହୁ ବରିଷ୍ଠ ବ୍ୟକ୍ତି ବିଜେଡ଼ି ରେ ଯୋଗଦାନ…

ନବଜୋତ ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବରେ କାର୍ଯ୍ୟ ଜାରି ରଖିବେ !

   ଚଣ୍ଡିଗଡ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖ୍ୟ ରହିବେ ଏବଂ ଆସନ୍ତା ବର୍ଷ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେବେ |  ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ନବଜୋତ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତାଫା କହିଛନ୍ତି | ସିଦ୍ଧୁ ତାଙ୍କ ଇସ୍ତଫା…

ପୂର୍ବତଟ ରେଳପଥ ୱାଲ ମାଗାଜିନ ‘ଅତସୀ କୁସୁମ’ର ଦେଶପ୍ରେମ ଉତ୍ସାହ ସଂସ୍କରଣ ପ୍ରକାଶିତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ୱାଲ ମାଗାଜିନ ଅତସୀ କୁସୁମର ଦେଶପ୍ରେମ ଉତ୍ସାହ ସଂସ୍କରଣ ଆଜି ପ୍ରକାଶ କରାଯାଇଅଛି | ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏହି ସ୍ୱତନ୍ତ୍ର ସଂସ୍କରଣକୁ ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା…

ପରିବେଶ ନିର୍ମାଣ କାର୍ଯ୍ୟକ୍ରମ ବୈଠକ

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହରର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସରରେ ବ୍ଲକ ସ୍ତରୀୟ ପରିବେଶ ନିର୍ମାଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦ଜଣ ଭିନ୍ନକ୍ଷମ ଶିଶୁଂକ ଅଭିଭାବକ ,ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ଅତିରିକ୍ତ ବ୍ଲକ…

ଗୋଷାଣୀ ବ୍ଲକରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ : ଆମ ହୃତପିଣ୍ଡର ଯତ୍ନ – ଆମ ହାତରେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହାର ଅଧିନସ୍ତ ଗାରାବନ୍ଧ , ଲାବଣ୍ୟଗଡ଼ , ବାଘଶାଳା ପ୍ରଭୃତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ…