ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ବ୍ୟାସନଗର ସ୍ଥିତ ନବଉତ୍କଳ ମହିଳାସମିତି ପକ୍ଷରୁ ସମିତିର ଅଫିସ ଗୃହରେ ବିଶିଷ୍ଠ ବରିଷ୍ଠ ସିନେ ତାରକା ମିହିର ଦାସଙ୍କର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନବ ଉତ୍କଳ ମହିଳା ସମିତିର ଉପଦେଷ୍ଟା ଶାନ୍ତିଲତା ମାଝୀ,ସଭାନେତ୍ରୀ ଅମୁଲି ପହି, ସମ୍ପାଦିକା ଜୟନ୍ତୀ ଜେନା ଙ୍କ ସହିତ ମମତା ବର୍ଦ୍ଧନ, ଯେମାମଣୀ କଅଁର , ଦୀପ୍ତି ପଣ୍ଡା,ସୁଜାତା ବାରିକ,ବାସନ୍ତି କିସ୍କୁ, ସୁନିତା ଦାସ, ମମତା ମଳିକ,ଜଂଜାଲି ମଳିକ, ସଞ୍ଜୁ ଜେନା, ଝରଣା ମଳିକ, ସଂଯୁକ୍ତା ରାଉତ, ସୁକୁମାରୀ ଓଝା, ନିର୍ମଳା ବାରିକ, ପୁଷ୍ପଲତା ଜେନା ,ସରିତା ଘୋଷ୍ ପ୍ରମୁଖ ଯୋଗଦେଇ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.