ବଣେଇ ଅଞ୍ଚଳରେ ଚିନ୍ତା ବଢ଼ାଇଲା ଦନ୍ତାହାତୀ, ଘର ଭାଙ୍ଗିବା ସହ ଫସଲ ନଷ୍ଟ କଲା।
ରାଉରକେଲା,(ବସନ୍ତ ଜେନା);ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର ସୁନ୍ଦରଗଡ଼ ରୁ ନେଇ ବଣେଇ , କୋଇଡା ରେଞ୍ଜ ପର୍ଯ୍ୟନ୍ତ ହାତୀପଲ୍ଲ ଉପଦ୍ରବ ଜାରି ରଖିଛନ୍ତି। ଦୁଇଦିନ ତଳେ ବରସୁଆଁ ଫରେଷ୍ଟ ରେଞ୍ଜ ରେ ଜଣେ ହାତୀ ଘଉଡ଼ାଇବା ସ୍କ୍ୱାର୍ଡ ସଦସ୍ୟଙ୍କୁ ହାତୀ…