ଦୁଇ ଦିନ ଧରି ଖୋଜା ଖୋଜି ପରେ ପୋଖରୀରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ।
ଖୋର୍ଦ୍ଧା/ରବି ନାରାୟଣ ସାହୁ- ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମରେ | ଗ୍ରାମର ରମେଶ ବାରିକଙ୍କ ଝିଅ ସେବତୀ ଗୁରୁବାର ଦିନ ଠାରୁ ନିଖୋଜ ହୋଇ ଯାଇଥିଲେ । ଏ ନେଇ ପରିବାର ଲୋକ ବହୁ ଖୋଜାଖୋଜି ପରେ ଘର ଲୋକମାନେ ଶୁକ୍ରବାର ଦିନ…