ମୁରୁମ ମାଟି ଖନନ ବେଳେ ଅଘଟଣ, ମହିଳା ଜଣେ ମୃତ ଜଣେ ଗୁରୁତର

କଲ୍ୟାଣସିଂହପୁର/ପ୍ରଦିପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଦୁଲୁଣି ଗୁଡା ଗାଁର ମହିଳା ମାନେ ମୁରୁମମାଟି ଖନନ ବେଳେ ଅଘଟଣ ଘଟିଛି ।ଏଥିରେ ତିଲେ କଞ୍ଜ।କା( ୨୮) ଙ୍କ ମୃତ ହୋଇଥିବା ବେଳେ ତୁର୍କୀ କାଡ୍ର।କା(୨୨)ଗୁରୁତ୍ୱ ର ହୋଇଥିବା ଦେଖିବାକୁମିଳିଛି…

ଜୟ ଜଗନ୍ନାଥ ଯୁବକ ସଂଘ ରୋକାଲ ଓ ଭାଇ ଜିଉଁନ୍ତିଆ ଗୋଷ୍ଠୀ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଜୟ ଜଗନ୍ନାଥ ଯୁବକ ସଂଘ ରୋକାଲ ଓ ଭାଇ ଜିଉଁନ୍ତିଆ ଗୋଷ୍ଠୀ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଏହି ନ୍ରୁତ୍ଯ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେର ଆସିଥିଲେ ନୂଆପଡା  ବିଜୁ ଜନତା ଦଳର  ଜିଲ୍ଲା…

ଖେଳ ଓ କ୍ରୀଡା ସଂଘ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ, କରଙ୍ଗାମାଲକୁ ହରାଇ କଣ୍ଟାବାଞ୍ଜି ଚମ୍ପିୟାନ

 ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୋଜପୁର ହାଇସ୍କୁଲ ପଡିଆ ଖେଳ ଓ କ୍ରୀଡା ସଂଘ ପକ୍ଷରୁ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ଫାଇନାଲ ମ୍ୟାଚ  କଣ୍ଟାବାଞ୍ଜି ଓ କରଂଗାମାଲ ଦଳ ମଧ୍ଯ ରେ ସଂଘର୍ଷପୂର୍ଣ୍ଣ ମ୍ୟାଚହୋଇଥିଲା।  ଶେଷ…

ଆଜାଦିକା ଅମୃତ ମହୋତ୍ସବ–ଡାକ-ବିଭାଗ ପକ୍ଷରୁ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦିକା ଅମୃତ ମହୋତ୍ସଵ ଅବସରରେ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଗତ ୯ ତାରିଖରୁ ଆରମ୍ଭ ହୋଇଛି ଜାତୀୟ ଡାକ ସପ୍ତାହ କାର୍ଯ୍ୟକ୍ରମ ଏବଂ ଏହା ଆସନ୍ତା ୧୬ ତାରିଖ ଦିନ ଶେଷ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ଡାକ ବିଭାଗ…

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରେଳ ଷ୍ଟେସନ ପାର୍ଶ୍ୱରେ ଥିବା ସ୍ଥାନୀୟ ତାରା ତାରିଣୀ ମନ୍ଦିର ପରିସରରେ ଏକ କନ୍ୟା ସଚେତନତା କାର୍ଯ୍ୟକ୍ରମ ସହ ଗଜପତି କଳା ପରିଷଦର କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭକ୍ତିସଂଗୀତ ସମାରୋହ ଆୟୋଜିତ ହୋଇଥିଲା।…

ଚାନ୍ଦିପୁଟରେ ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଠାରେ ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଖଣ୍ଡ କାର୍ଯ୍ୟବାହ ବଙ୍ଗାଳି ଜାନୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତରଣୀସେନ ଦାସ ମୁଖ୍ୟ ଅତିଥି ଭାବେ…

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ , ଅନୁଗୋଳର ସାଙ୍ଗଠନିକ ବୈଠକ

ଅନୁଗୋଳ/ ସନ୍ତୋଷ ମେହେର : ଅନୁଗୋଳ ଗୋପବନ୍ଧୁ ପାର୍କ ଠାରେ ଓଡିଶା ସରକାରୀ ଚୁକ୍ତଭିତ୍ତିକ କର୍ମଚାରୀ ମହାସଂଘ ଅନୁଗୋଳ ଶାଖାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଚୁକ୍ତଭିତ୍ତିକ କର୍ମଚାରୀଙ୍କ ଦାବି କୁ ହୃଦୟଙ୍ଗମ କରି କ୍ୟାବିନେଟ୍ ରେ ଏକ ଉତ୍ସାହ ପୂର୍ଣ୍ଣ ପଦକ୍ଷେପ…

ଓଡ଼ିଶାର ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ରଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର – ଦୀର୍ଘ ୨୦୦ ଏବଂ ୨୫୦ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇନଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର) ପକ୍ଷରୁ ଉଦ୍ୟମ କରାଯିବ ବୋଲି ନୂଆଦିଲ୍ଲୀରେ ଏକ ବିଶେଷ କାର୍ଯ୍ୟକ୍ରମରେ…

ଅସୁସ୍ଥତା ଅନୁଭବ କରିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ : ଜ୍ୱର ଓ ଦୁର୍ବଳତା ଅନୁଭବ କରିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଆଜି ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି | ତାଙ୍କ  ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି |  ଏହା ପୂର୍ବରୁ ୮୮ ବର୍ଷ ବୟସ୍କ କଂଗ୍ରେସ ଭେଟେରାନ ତଥା ରାଜ୍ୟସଭା ସଦସ୍ୟ ଡ଼ ସିଂ…

ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ରେ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ଦେବାରେ ଅବହେଳା ପ୍ରଦର୍ଶନ…

ଭୁବନେଶ୍ୱର / ନବରଙ୍ଗପୁର,:ଓଡିଶା ରାଜ୍ୟ ଆଦିବାସୀ ବହୁଳ ରାଜ୍ୟ । ଓଡିଶାର ଆଦିବାସୀଙ୍କ ସାମୁହିକ ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଯୋଗାଇଦେଉଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଆଦିବାସୀ ସମୁଦାୟଙ୍କ ବିକାଶକୁ…